• Likes
  • Followers
  • Subscribers
  • Followers
  • Android App
  • Thursday, September 11, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • (Video) “Sapne Nahi Haqeeqat Bunte…”: ପିଏମ୍ ମୁଦ୍ରା ଯୋଜନାକୁ ନେଇ ଓଡ଼ିଆ ସମେତ ୮ଟି ଭାଷାରେ ଫିଲ୍ମ ଜାରି କଲା ବିଜେପି

(Video) “Sapne Nahi Haqeeqat Bunte…”: ପିଏମ୍ ମୁଦ୍ରା ଯୋଜନାକୁ ନେଇ ଓଡ଼ିଆ ସମେତ ୮ଟି ଭାଷାରେ ଫିଲ୍ମ ଜାରି କଲା ବିଜେପି

By Manas Pradhan Last updated Feb 7, 2024 at 2:28 PM
PM Modi
Share

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ)କୁ ନେଇ ବିଜେପି ତା’ର ଅଫିସିଆଲ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ଫିଲ୍ମ ଜାରି କରିଛି । ଏହି ଫିଲ୍ମ ୮ଟି ଭାଷାରେ ଜାରି କରାଯାଇଛି । ସେହି ଭାଷାଗୁଡ଼ିକ ମଧ୍ୟରେ ଓଡ଼ିଆ, ତାମିଲ, ତେଲୁଗୁ, ମାଲାୟଲମ, କନ୍ନଡ଼, ଅସମିୟା, ବଙ୍ଗାଳୀ ଓ ହିନ୍ଦି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ମଧ୍ୟ ଏହି ଫିଲ୍ମ ଶେୟାର କରାଯାଇଛି । ଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଏକ୍ସ ଆକାଉଣ୍ଟରେ ଏହି ଫିଲ୍ମ ଶେୟାର କରାଯାଇଥିବା ବେଳେ ତା’ର କ୍ୟାପସନରେ ଲେଖାଯାଇଛି, ମୁଦ୍ରା ଯୋଜନା ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ସହିତ ଦେଶର କୋଟି କୋଟି ଲୋକଙ୍କ ଜୀବନରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ଆଣିବାରେ ସହାୟକ ହୋଇ ପାରିଛି । ଏହି ଯୋଜନାରେ ଆମର ମା’ ଓ ଭଉଣୀଙ୍କ ସହିତ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ଅନ୍ୟ ପଛୁଆ ବର୍ଗ (ଓବିସି) ସମ୍ପ୍ରଦାୟର ଲାଭାର୍ଥୀଙ୍କ ସଂଖ୍ୟା ଅଧିକ ରହିଛି । ଏହା ମୋତେ ବହୁତ ଆତ୍ମସନ୍ତୋଷ ପ୍ରଦାନ କରିଛି ।

ମୁଦ୍ରା ଯୋଜନା ଅଧିନରେ ଦେଶର ୪୪ କୋଟିରୁ ଅଧିକ ଲୋକଙ୍କ କୋଲେଟରଲ ଫ୍ରି ଲୋନ ଦିଆଯାଇଛି । ଏହି ଯୋଜନା ଜରିଆରେ କୋଟି କୋଟି ଲଘୁ ଉଦ୍ୟୋଗୀ ସଶକ୍ତ ହୋଇଥିବା ବେଳେ ସେଥିମଧ୍ୟରେ ୭୦ ପ୍ରତିଶତ ମହିଳା ରହିଛନ୍ତି । ଚାକିରି ଖୋଜୁଥିବା ଲୋକମାନେ ଆଜି ଚାକିରି ସୃଷ୍ଟି କରିପାରିଛନ୍ତି । ଏହା ମୋଦୀଙ୍କ ଗ୍ୟାରେଣ୍ଟି ଅଟେ । ବିଜେପିର ଅଫିସିଆଲ ଆକାଉଣ୍ଟରେ କ୍ୟାପସନରେ ଏହା ଲେଖାଯାଇଛି । ମୋଟ ୫ଟି ଫିଲ୍ମ ୮ଟି ଭାଷାରେ ରିଲିଜ କରାଯାଇଥିବା ବେଳେ ସେଥିରେ ସରକାରଙ୍କ ପଲିସୀର କାର୍ଯ୍ୟକାରିତା ସ୍ଥାନ ପାଇଛି । ‘ସପନେ ନହିଁ ହକିକତ ବୁନତେ, ତଭି ତୋ ସବ ମୋଦୀ କୋ ଚୁନତେ ହୈ’, ଏହା ୨୦୨୪ ନିର୍ବାଚନ ପାଇଁ ବିଜେପିର ଅଭିଯାନ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ କିପରି ବାସ୍ତବତାରେ ରୂପାନ୍ତରିତ କରିପାରିଛନ୍ତି ତାହା କୁହାଯାଇଛି ।

ଆହୁରି ପଢନ୍ତୁ

Electricity Bill: ୫୦ ପ୍ରତିଶତ କମିଯିବ…

ଟ୍ରମ୍ପଙ୍କ ଶୁଳ୍କ ମାଡ଼ରେ ଟଙ୍କା ଚେପା, ଡଲାର…

मुद्रा योजना के तहत 44 करोड़ से ज्यादा कोलैटरल फ्री लोन दिये गये हैं, जिससे करोड़ों लघु उद्यमी सशक्त हुए हैं। इनमें से 70% महिलाएं हैं।

नौकरी चाहने वाले, अब नौकरी निर्माता हैं।

ये है मोदी की गारंटी।#TabhiTohSabModiKoChunteHain

इस Playlist में पीएम मोदी की जन सेवा पहल से… pic.twitter.com/mkzWNcOHPY

— BJP (@BJP4India) February 6, 2024

Share

Prev Post

୨୮ଟି ନୂଆ ଜିଲ୍ଲା ଗଠନ ଦାବୀ ପ୍ରସଙ୍ଗ, ମନ୍ତ୍ରୀ କହିଲେ ଉପଯୁକ୍ତ ସମୟରେ ସରକାର ଉପଯୁକ୍ତ ପଦକ୍ଷେପ ନେବେ

Next Post

‘ବିଜେଡ଼ି-ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ…’ କହିଲେ ଜୟରାମ ରମେଶ

You might also like More from author
Featured

Electricity Bill: ୫୦ ପ୍ରତିଶତ କମିଯିବ ବିଦ୍ୟୁତ୍‌ ବିଲ୍‌, ବାସ ଆପଣାନ୍ତୁ ଏହି ସିକ୍ରେଟ ଟିପ୍ସ !

ଖବର

ଟ୍ରମ୍ପଙ୍କ ଶୁଳ୍କ ମାଡ଼ରେ ଟଙ୍କା ଚେପା, ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ

Breaking News

ଖୁସି ଖବର, 74 ହଜାର ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରଙ୍କ ବଡ଼ ଦାୟିତ୍ୱ, ଏଣିକି କରିବେ ଏ କାମ…

ଖବର

ଆଶ୍ଚର୍ଯ୍ୟ; ବିନା ହେଲମେଟ୍ ରେ କାର୍ ଚଲାଉଥିଲେ, ଫାଇନ୍ ଗଣିଲେ

Asia Cup

ଟିମ୍ ଇଣ୍ଡିଆକୁ ସପୋର୍ଟ କରୁଥିବା ଏହି ଆଫଗାନ୍ ସୁନ୍ଦରୀ କିଏ? ଯିଏ ଜଲେପି ଭଳି ଫ୍ୟାନ୍ସଙ୍କ ମନ…

Featured

ବାପା ପାକିସ୍ତାନୀ, ହେଲେ ହନୁମାନ ଚାଳିସା ତାଙ୍କର ଭାରି ପସନ୍ଦ ; ଜାଣନ୍ତି କିଏ ଏହି Hot ଅଭିନେତ୍ରୀ

Prev Next
Odisha Bhaskar

Recent Posts

Electricity Bill: ୫୦ ପ୍ରତିଶତ କମିଯିବ…

ଟ୍ରମ୍ପଙ୍କ ଶୁଳ୍କ ମାଡ଼ରେ ଟଙ୍କା ଚେପା, ଡଲାର…

ଖୁସି ଖବର, 74 ହଜାର ଅଙ୍ଗନୱାଡ଼ି କର୍ମୀଙ୍କୁ…

ଆଶ୍ଚର୍ଯ୍ୟ; ବିନା ହେଲମେଟ୍ ରେ କାର୍…

ଟିମ୍ ଇଣ୍ଡିଆକୁ ସପୋର୍ଟ କରୁଥିବା ଏହି ଆଫଗାନ୍…

ବାପା ପାକିସ୍ତାନୀ, ହେଲେ ହନୁମାନ ଚାଳିସା…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

Electricity Bill: ୫୦ ପ୍ରତିଶତ କମିଯିବ…

ଟ୍ରମ୍ପଙ୍କ ଶୁଳ୍କ ମାଡ଼ରେ ଟଙ୍କା ଚେପା, ଡଲାର…

ଖୁସି ଖବର, 74 ହଜାର ଅଙ୍ଗନୱାଡ଼ି କର୍ମୀଙ୍କୁ…

ଆଶ୍ଚର୍ଯ୍ୟ; ବିନା ହେଲମେଟ୍ ରେ କାର୍…

Prev Next 1 of 28,674
© 2025 - TK Digital All Rights Reserved.