fbpx

କେନ୍ଦ୍ରାପଡ଼ା ଲୋକସଭା ଆସନରେ ଜିତିଲା ବିଜେପି; ୬୧ହଜାରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ ହେଲେ ବୈଜୟନ୍ତ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିଜୟୀ ହେଲେ । ୬,୧୫, ୭୦୫ ହଜାର ଭୋଟରେ ବିଜୟୀ ହେଲେ ବୈଜୟନ୍ତ । ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ୬୬,୫୩୬ ଖଣ୍ଡ ଭୋଟରେ ହରାଇଲେ ବୈଜୟନ୍ତ ।

Get real time updates directly on you device, subscribe now.