fbpx

ଟାଟାକୁ NCLATର ଝଟକା: ପୁନଃ ସାଇରସ୍ ମିସ୍ତ୍ରୀ ହେଲେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ

ନୂଆଦିଲ୍ଳୀ,୧୮ ।୧୨: ଜାତୀୟ କମ୍ପାନୀ ଆଇନ ପ୍ରାଧିକରଣ(NCLAT) ଟାଟା କମ୍ପାନୀକୁ ଝଟକା ଦେଇଛି । କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରେ ପୁନଃ ସାଇରସ୍ ମିସ୍ତ୍ରୀ ଅବସ୍ଥାପିତ ହୋଇଛନ୍ତି । ଏହି ପଦବୀରେ ଏନ୍.ଚନ୍ଦ୍ରଙ୍କ ନିଯୁକ୍ତିକୁ ବେଆଇନ କହିଛନ୍ତି ଟ୍ରିବ୍ୟୁନାଲ । ଜୁଲାଇ ମାସରେ ସାଇରସ୍ ମିସ୍ତ୍ରୀଙ୍କ ଆବେଦନର ଶୁଣାଣି ସରିଥିଲା । ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ NCLAT । ପୂର୍ବରୁ ବହିଷ୍କାର ବିରୋଧରେ ଆବେଦନ NCLATରେ ଖାରଜ ହୋଇଥିଲା । ପରେ ସାଇରସ୍ ମିସ୍ତ୍ରୀ ବ୍ୟକ୍ତିଗତ ଭାବେ NCLATର ଦ୍ୱାରସ୍ଥ ହୋଇଥିଲେ ।

Get real time updates directly on you device, subscribe now.