• Likes
  • Followers
  • Subscribers
  • Followers
  • Android App
  • Saturday, September 13, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Top Stories
  • ମହିଳାଙ୍କୁ ରକ୍ଷାବନ୍ଧନ ଉପହାର ଦେବେ ସରକାର, ‘ଲାଡଲୀ ବହନ ଯୋଜନା’ ଅନ୍ତର୍ଗତ ଆକାଉଣ୍ଟକୁ ଟ୍ରାନ୍ସଫର ହେବ ଏତିକି ଟଙ୍କା

ମହିଳାଙ୍କୁ ରକ୍ଷାବନ୍ଧନ ଉପହାର ଦେବେ ସରକାର, ‘ଲାଡଲୀ ବହନ ଯୋଜନା’ ଅନ୍ତର୍ଗତ ଆକାଉଣ୍ଟକୁ ଟ୍ରାନ୍ସଫର ହେବ ଏତିକି ଟଙ୍କା

By Sasmita Jamuda Last updated Jul 23, 2024 at 4:49 PM
Share

ଭୋପାଲ: ବର୍ତ୍ତମାନ ଲୋକସଭାରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କେନ୍ଦ୍ର ବଜେଟକୁ ନେଇ ସବୁଆଡ଼େ ଚର୍ଚ୍ଚା । ବିଶେଷକରି ଗରିବ, ମହିଳା, ଯୁବ ବର୍ଗ ଏବଂ କୃଷକଙ୍କ ଉପରେ ରହିଛି ଫୋକସ୍ । ଏଥିମଧ୍ୟରେ ମଧ୍ୟପ୍ରଦେଶ ସରକାର ରକ୍ଷା ବନ୍ଧନ ପୂର୍ବରୁ ‘ଲାଡଲୀ ବହନ ଯୋଜନା’ ମାଧ୍ୟମରେ ମହିଳାଙ୍କୁ ବଡ଼ ଉପହାର ଦେଇଛନ୍ତି ।

ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶ୍ରୀ ଯାଦବ ମହିଳାଙ୍କ ପାଇଁ ‘ଲାଡଲୀ ବହନ ଯୋଜନା’ ଅନ୍ତର୍ଗତ କିଛି ଖାସ୍ ଘୋଷଣା କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ବର୍ଷ ଶ୍ରାବଣ ମାସର ୧ ତାରିଖକୁ ଆକାଉଣ୍ଟକୁ ଅତିରିକ୍ତ ୨୫୦ ଟଙ୍କା ପ୍ରଦାନ କରାଯିବ । କହିରଖୁଛୁ ଏହି ରାଶି ପୂର୍ବରୁ ପ୍ରଦାନ କରାଯାଉଥିବା ମାସିକ ୧୨୫୦ ଟଙ୍କାରୁ ଭିନ୍ନ ଅଟେ । ରାଜରେ ଭଉଣୀମାନଙ୍କୁ ଏହି ଉପହାର ସହିତ ମୁଖ୍ୟମନ୍ତ୍ରୀ ଜନ ପ୍ରତିନିଧିଙ୍କୁ ନିଜ ଅଞ୍ଚଳରେ ଭଉଣୀଙ୍କ ଠାରୁ ରାକ୍ଷୀ ବାନ୍ଧିବା ପାଇଁ ଆହ୍ୱାନ କରିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ଯାଦବ ପରିବର୍ତ୍ତିତ ପରିସ୍ଥିତି ବିଷୟରେ ଆଲୋଚନା କରି କୃଷକଙ୍କୁ କହିଥିଲେ ଯେ ବର୍ତ୍ତମାନ ସେମାନଙ୍କ ଜମିରୁ ଆୟ ବୃଦ୍ଧି ହେବାକୁ ଯାଉଛି ତେଣୁ ସେମାନେ ନିଜ ଜମି ବିକ୍ରି ନକରନ୍ତୁ ।

 

Share

Prev Post

କେନ୍ଦ୍ର ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ରାହୁଲ ଗାନ୍ଧୀ; କହିଲେ, ଏହା ‘କୁର୍ସୀ ବଚାଓ’ ବଜେଟ୍…

Next Post

ଶ୍ରାବଣ ମାସରେ ଆମିଷ ଖାଇବା କାହିଁକି ମନା ? ଜାଣନ୍ତୁ ଏହା ପଛର କାରଣ କ’ଣ

You might also like More from author
Asia Cup

ଏସିଆ କପ୍ ୨୦୨୫ ରେ ବିଜୟ ସହ ଖାତା ଖୋଲିଲା ପାକିସ୍ତାନ, କିନ୍ତୁ ପଏଣ୍ଟ ଟେବୁଲରେ ଟିମ୍ ଇଣ୍ଡିଆ…

Featured

ଅଠାରେ ଯୋଡି ହେବ ଭଙ୍ଗା ହାଡ଼; ୨-୩ ମିନିଟରେ ଭଙ୍ଗା ହାଡ଼ ଯୋଡ଼ିବ ଏହି ‘Super Glue’…

Asia Cup

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବଡ଼ ଖବର, ବିସିସିଆଇ କାହିଁକି ବୟକଟ କରିବ ଏହି ମହାମୁକାବିଲା,…

ଖବର

ଚନ୍ଦ୍ରଭାଗାରେ କୁମ୍ଭୀର ଆତଙ୍କ, ଗାଧୋଉଥିବା ବେଳେ ପର୍ଯ୍ୟଟକଙ୍କ ଗୋଡ଼କୁ ଧରି ଟାଣିନେଲା କୁମ୍ଭୀର

Featured

ପ୍ରଧାନମନ୍ତ୍ରୀ ହୋଇ ସୁଶୀଳା କାର୍କି ବିମାନ ଅପହରଣ କରିଥିବା ଅପରାଧୀଙ୍କୁ କେମିତି କରିଛନ୍ତି…

Featured

YouTubeର ନୂଆ ଫିଚର; ଏଥର କ୍ରିଏଟର କରିବେ ଡବଲ ଟଙ୍କା ରୋଜଗାର ଜାଣନ୍ତୁ କିପରି

Prev Next
Odisha Bhaskar

Recent Posts

ଏସିଆ କପ୍ ୨୦୨୫ ରେ ବିଜୟ ସହ ଖାତା ଖୋଲିଲା…

ଅଠାରେ ଯୋଡି ହେବ ଭଙ୍ଗା ହାଡ଼; ୨-୩ ମିନିଟରେ…

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବଡ଼ ଖବର,…

ଚନ୍ଦ୍ରଭାଗାରେ କୁମ୍ଭୀର ଆତଙ୍କ, ଗାଧୋଉଥିବା…

ପ୍ରଧାନମନ୍ତ୍ରୀ ହୋଇ ସୁଶୀଳା କାର୍କି ବିମାନ…

YouTubeର ନୂଆ ଫିଚର; ଏଥର କ୍ରିଏଟର କରିବେ ଡବଲ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଏସିଆ କପ୍ ୨୦୨୫ ରେ ବିଜୟ ସହ ଖାତା ଖୋଲିଲା…

ଅଠାରେ ଯୋଡି ହେବ ଭଙ୍ଗା ହାଡ଼; ୨-୩ ମିନିଟରେ…

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବଡ଼ ଖବର,…

ଚନ୍ଦ୍ରଭାଗାରେ କୁମ୍ଭୀର ଆତଙ୍କ, ଗାଧୋଉଥିବା…

Prev Next 1 of 27,176
© 2025 - TK Digital All Rights Reserved.