fbpx

ରାଜ୍ୟରେ ସବୁ ବୁଲା କୁକୁରଙ୍କୁ କରାଯିବ ଟିକାକରଣ : ୨୦୩୦ ସୁଦ୍ଧା ହେବ ଜଳାନ୍ତକ ମୁକ୍ତ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚ଼ନା

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ବୁଲା କୁକୁରଙ୍କୁ ଚିକାକରଣ କରାଯିବ । ଏନେଇ ସବୁଠି ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହେବ । ୨୦୩୦ ମସିହା ସୁଦ୍ଧା ଓଡିଶାକୁ ସମ୍ପୂର୍ଣ୍ଣ ଜଳାନ୍ତକ ମୁକ୍ତ କରାଯିବ ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସରକାରଙ୍କ ଏହି ମିଶନକୁ ନରଗ ଉନ୍ନୟନ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ କାର୍ଯ୍ୟ କରାଯିବ । ବୁଲା କୁକୁରଙ୍କୁ ଟିକାକରଣ କରିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.