fbpx

ସେପ୍ଟେମ୍ବର ସୁଦ୍ଧା ନୂଆ ରାସନ୍ କାର୍ଡ଼, ଜାରି ରହିଛି ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ରାସନ୍ କାର୍ଡ଼ଧାରୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ୍ କାର୍ଡ଼ ମିଳିବ । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ କହିଛନ୍ତି । ବର୍ତ୍ତମାନ ନୂଆ ରାସନ୍ କାର୍ଡ଼ ପାଇଁ ଆବେଦନ ଜାରି ରହିଛି । ଏଥିପାଇଁ ରାଜ୍ୟର ପ୍ରାୟ ୧୦ ଲକ୍ଷ ଲୋକ ଆବେଦନ କରିସାରିଲେଣି ।

Get real time updates directly on you device, subscribe now.