fbpx

ପରକୀୟା ପ୍ରୀତି ସନ୍ଦେହରେ ଜ୍ୱାଇଁର ଜଘନ୍ୟ କାଣ୍ଡ; ଶ୍ୱଶୁର ଘରେ କାଟିଲା ସ୍ତ୍ରୀର ତଣ୍ଟି

ବାରିପଦା: (ଓଡ଼ିଶା ଭାସ୍କର) କପ୍ତିପଦା ଥାନା ଭଙ୍ଗାବନ୍ଧ ଗାଁରେ ଜ୍ୱାଇଁର ଜଘନ୍ୟ କାଣ୍ଡ । ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ ।  ଛୁରିରେ ତଣ୍ଟି କାଟି ଘଟଣା ସ୍ଥଳରୁ ଫେରାର୍ ହୋଇଗଲା ସ୍ୱାମୀ । ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପରକୀୟା ପ୍ରୀତି ସନ୍ଦେହରୁ ସ୍ୱାମୀ ଏଭଳି କାଣ୍ଡ କରିଥିବା ସୂଚନା ମିଳିଛି । ଘଟଣାସ୍ଥଲରେ କପ୍ତିପଦା ଥାନା ପହଞ୍ଚି ତଦନ୍ତ କରିବା ସହ ଫେରାର୍ ସ୍ୱାମୀକୁ ଖୋଜିବାକୁ ପ୍ରୟାସ ।

Get real time updates directly on you device, subscribe now.