fbpx

Big Breaking; ମାଟ୍ରିକ ପରୀକ୍ଷାରେ ବୋର୍ଡ ଦେବନି ପ୍ରଶ୍ନପତ୍ର: ନିର୍ଦ୍ଧାରିତ ସମୟରେ ହେବ ପରୀକ୍ଷା

ଭୁବନେଶ୍ୱର: ଦଶମ ଷାଣ୍ମାସିକ ପରୀକ୍ଷାକୁ ନେଇ ସବୁଠାରୁ ବଡ଼ ଦ୍ୱନ୍ଦ୍ୱ ଦୂର କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ । ଏଥର ଦଶମ ଷାଣ୍ମାସିକ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଯୋଗାଇବନି ବୋଲି ସୂଚନା ଦିଆଯାଇଛି । ତେବେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଅନୁଷ୍ଠିତ ହେବ । ଗତବର୍ଷ ଭଳି ବୋର୍ଡ ଚଳିତବର୍ଷ ପ୍ରଶ୍ନପତ୍ର ଯୋଗାଇବ ନାହିଁ ବୋଲି ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ । ପିଲାମାନଙ୍କ ପରୀକ୍ଷା ପାଇଁ ସ୍କୁଲ ହିଁ ନିଜସ୍ୱ ପ୍ରଶ୍ନପତ୍ର ପ୍ରସ୍ତୁତ କରିପାରିବେ । ଏହାସହିତ ପରୀକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.