(Video) ଆହତ ରକୁଲ ପ୍ରୀତ ସିଂହ ଭିଡିଓ ସେୟାର କରି ଦେଲେ ହେଲଥ୍ ଅପଡେଟ, ଅଭିନେତ୍ରୀ କହିଲେ- ‘ଉଚିତ ଶିକ୍ଷା ପାଇଗଲି’

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ ନେଇ ଆଜି ଏକ ସକିଂ ନିଜ୍ୟୁ ସାମ୍ନାକୁ ଆସିଛି। ଅଭିନେତ୍ରୀଙ୍କ ଜିମରେ ବଡ ଦୁର୍ଘଟଣା ଘଟିଥିଲା। ରକୁଲ ପ୍ରୀତ ସିଂହ ୮୦ କିଲୋର ଡଡେଲିଫ୍ଟ କରୁଥିଲେ ଏବଂ ଏହି ସମୟରେ ସେ ଆହତ ହୋଇଯାଇଥିଲା। ଅଭିନେତ୍ରୀ ୱାର୍କ ଆଉଟ କରିବା ଚକରରେ ଗମ୍ଭୀର ଭାବେ ଆହତ ହୋଇଯାଇଛନ୍ତି।

ବର୍ତ୍ତମାନ ସେ ଏକ ଭିଡିଓରେ ନିଜର ସ୍ୱାସ୍ଥ୍ୟ କଥା ଶୁଣାଇଛନ୍ତି। ରକୁଲ ପ୍ରୀତ ସିଂହ କହିଛନ୍ତି ଯେ, ହାଏ ମୋ ପ୍ରିୟଜନ। ଏଠାରେ ଏକ ଛୋଟ ହେଲଥ ଅପଡେଟ ରହିଛି। ମୁଁ ବହୁତ ବୋକା କାମ କରିଥିଲି। ମୁଁ ମୋ ନିଜ ବଡିକୁ ବୁଝିନଥିଲି। , ମୁଁ ଗତ ୬ ଦିନରୁ ବେଡ ଉପରେ ପଡିଛି। ମୋତେ ଲାଗୁଛି ଯେ, ମୋତେ ସଂପୂର୍ଣ୍ଣ ଭାବେ ଠିକ ହେବା ପାଇଁ ଆହୁରି ୧ ସପ୍ତାହ ଲାଗିବ।

 

View this post on Instagram

 

A post shared by Rakul Singh (@rakulpreet)

Get real time updates directly on you device, subscribe now.