• Likes
  • Followers
  • Subscribers
  • Followers
  • Android App
  • Thursday, August 21, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଡିସେମ୍ବର ୨୨ରେ ହେବ ସାଇକିୟାଟ୍ରିକ ସୋସିଆଲ ୱାର୍କର ଲିଖିତ ପରୀକ୍ଷା: OPSC ପକ୍ଷରୁ ଘୋଷଣା

ଡିସେମ୍ବର ୨୨ରେ ହେବ ସାଇକିୟାଟ୍ରିକ ସୋସିଆଲ ୱାର୍କର ଲିଖିତ ପରୀକ୍ଷା: OPSC ପକ୍ଷରୁ ଘୋଷଣା

By Manas Pradhan Last updated Nov 5, 2024 at 4:17 PM
OPSC
Share

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଡିସେମ୍ବର ମାସ ୨୨ ତାରିଖ (ରବିବାର) ଦିନ ସାଇକିୟାଟ୍ରିକ ସୋସିଆଲ ୱାର୍କର ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ୧୧.୩୦ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ । ଖୁବଶୀଘ୍ର ଏନେଇ ବିସ୍ତୃତ ପ୍ରୋଗ୍ରାମ ଜାରି କରାଯିବ । ପ୍ରାର୍ଥୀଙ୍କୁ ନିୟମିତ ଭାବେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି । ମୋଟ ୧୩ଟି ପଦ ପୂରଣ ପାଇଁ ଗତ ଏପ୍ରିଲ ମାସ ୪ରୁ ମେ ମାସ ୪ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଅନଲାଇନରେ ଆବେଦନ କରାଯାଇଥିଲା । ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ୬ଟି, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି)ଙ୍କ ପାଇଁ ୨ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୨ଟି ଓ ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୩ଟି ପଦ ସଂରକ୍ଷିତ ରହିଥିଲା । ଲିଖିତ ପରୀକ୍ଷା ଓ ସାକ୍ଷାତକାର ଜରିଆରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

Share

Prev Post

Vastu Tips: ଘର/ଦୋକାନ ଭିତରକୁ କୌଣସି ନକାରାତ୍ମକ ଶକ୍ତିକୁ ପ୍ରବେଶ କରାଇଦିଏନି ‘ବାଘୁଆ ମିରର୍’

Next Post

ହୋଣ୍ଡାର ଏହି ମଡେଲରେ ରହିଛି ଅନେକ ଆକର୍ଷଣୀୟ ଫିଚର ସହ ମୋଟା ରିହାତି

You might also like More from author
Top Stories

ସକାଳେ ଖାଲି ପେଟରେ ଥରେ ପିଅନ୍ତୁ ଏହି ପାଣି, ଚୁଟକିରେ କମିବ ମୋଟାପଣ, କଣ୍ଟ୍ରୋଲ ହେବ ମଧୁମେହ

Top Stories

ନିର୍ଯାତନାର ସୀମା ପାର୍…ଉଲଗ୍ନ କରି ମାଡ଼ ମାରିଲେ, ଲଙ୍ଗଳା ହୋଇ ଦୌଡିଲେ ଯୁବକ

Top Stories

Watery Eyes Problem: କେଉଁ ରୋଗ ହେଲେ ଆଖିରୁ ପାଣି ବାହାରେ, ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ

Top Stories

ସଲମାନଙ୍କ ନାୟିକା ହୋଇ ବଲିଉଡ୍‌ରେ କରିଥିଲେ ଡେବ୍ୟୁ, ଭାଗ୍ୟ ଦେଲାନି ସାଥ୍‌, ଏବେ…

Featured

ଆପଣ ଜାଣିଛନ୍ତି ପ୍ରକୃତରେ ଛତୁ ଆମିଷ ନା ନିରାମିଷ? ଖବର ପଢ଼ି ଦୂର କରନ୍ତୁ ନିଜର ଦ୍ୱନ୍ଦ୍ୱ

Top Stories

ତୁ ମରେ କହି ଚିପି ଦେଲା ତଣ୍ଟି, କଟୁରୀରେ ହାଣିଲା, ଘରେ ସ୍ୱାମୀ ଶବ ପକାଇ ଭିଣୋଇ ସହ ଫେରାର

Prev Next
Advertisement
ADVERTISEMENT
Odisha Bhaskar

Recent Posts

ସକାଳେ ଖାଲି ପେଟରେ ଥରେ ପିଅନ୍ତୁ ଏହି ପାଣି,…

ନିର୍ଯାତନାର ସୀମା ପାର୍…ଉଲଗ୍ନ କରି…

(Viral Video) ବାହାଘରର ମାତ୍ର ୫ ଦିନ ପରେ…

Watery Eyes Problem: କେଉଁ ରୋଗ ହେଲେ ଆଖିରୁ…

ସଲମାନଙ୍କ ନାୟିକା ହୋଇ ବଲିଉଡ୍‌ରେ କରିଥିଲେ…

ଆପଣ ଜାଣିଛନ୍ତି ପ୍ରକୃତରେ ଛତୁ ଆମିଷ ନା…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ସକାଳେ ଖାଲି ପେଟରେ ଥରେ ପିଅନ୍ତୁ ଏହି ପାଣି,…

ନିର୍ଯାତନାର ସୀମା ପାର୍…ଉଲଗ୍ନ କରି…

Watery Eyes Problem: କେଉଁ ରୋଗ ହେଲେ ଆଖିରୁ…

ସଲମାନଙ୍କ ନାୟିକା ହୋଇ ବଲିଉଡ୍‌ରେ କରିଥିଲେ…

Prev Next 1 of 27,690
© 2025 - TK Digital All Rights Reserved.