କଫ୍ ସିରପ୍ ଜବତ: ୨ ଗିରଫ

କଟକ: କଟକ ସଦର ଥାନା ସୁମାଣ୍ଡି ଗାଁର ଏକ ମେଡିସିନ୍ ଫାର୍ମରେ ଅବକାରୀ ବିଭାଗର ଚଢ଼ାଉ । ବିପୁଳ କଫ୍ ସିରପ୍ ସହ ଔଷଧ ଜବତ ଏବଂ ୨ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ବେଆଇନ ମେଡିସିନ ରଖିବା ସହ ବିକ୍ରି ଅଭିଯୋଗ ପରେ ରେଡ କରାଯାଇଥିଲା । ତେବେ ଏହି ଫାର୍ମରୁ ୩୨ ପ୍ରକାର ବେଆଇନ୍ ଔଷଧ ସାଙ୍ଗକୁ କଫ୍ ସିରିପ୍ ଜବତ କରାଯାଇଛି ।