ARMY ଏବଂ NAVYର ଫୁଲ୍‌ଫର୍ମ କ’ଣ? ଉତ୍ତର ଦେଇପାରନ୍ତିନି ବଡ଼ ବଡ଼ ଜ୍ଞାନୀ! ସଠିକ ଉତ୍ତର ଜାଣନ୍ତୁ

ନୂଆଦିଲ୍ଲୀ: ଇଣ୍ଡିଆନ ଆର୍ମଡ ଫୋର୍ସ ମଧ୍ୟରେ ସ୍ଥଳ ସେନା, ବାୟୁ ସେନା ଏବଂ ନୌସେନା ଆସିଥାଏ । ବାୟୁସେନାର ଆଇଏଏଫ କୁହାଯାଇଥାଏ । ଯାହାର ଫୁଲ୍‌ଫର୍ମ ଇଣ୍ଡିଆ ଏୟାରଫୋର୍ସ । ସେହିପରି ସ୍ଥଳ ସେନା ଏବଂ ନୌସେନାକୁ  ARMY ଏବଂ NAVY କୁହାଯାଇଥାଏ । ହେଲେ ଆପଣ ଜାଣିଛନ୍ତି କି ARMY ଏବଂ NAVY ର ଫୁଲ୍‌ଫର୍ମ କଣ? ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ARMY ର ଫୁଲ ଫର୍ମ ହେଛି ଆଲର୍ଟ ରେଗୁଲାର ମୋବିଲିଟି ୟଙ୍ଗ(Alert Regular Mobility Young) । ନାଭିର ଫୁଲ୍‌ଫର୍ମ- ନୌଟିକାଲ ଆର୍ମି ଅଫ ଭଲ୍ୟୁଣ୍ଟିୟର ୟେମେନ (Nautical Army of Volunteer Yeomen) । ଆର୍ମି(Alert Regular Mobility Young) ଙ୍କୁ ସ୍ଥଳ ସେନା ବା ଭୂସେନା କୁହାଯାଇଥାଏ ।

ନାଭି (Nautical Army of Volunteer Yeomen)ର ଅର୍ଥ, କୌଣସି ଦେଶର ସଂଗଠିତ ସମୁଦ୍ର ସେନା । ଏହା ଭାରତୀୟ ସଶସ୍ତ୍ର ବାହିନୀର ଏକ ଶାଖା ଅଟେ । ନାଭିଙ୍କର କାମ ଦେଶର ସମୁଦ୍ର ସୀମାର ସୁରକ୍ଷା କରିବା ।