fbpx

ନକ୍ସଲ ମୁକ୍ତ ହେଲା ରାଜ୍ୟର ୫ଜିଲ୍ଲା

ଭୁବନେଶ୍ୱର, ୧୦ା୭(ଓଡ଼ିଶା ଭାସ୍କର): ନକ୍ସଲ ମୁକ୍ତ ହୋଇଛି ରାଜ୍ୟର ୫ଟି ଜିଲ୍ଲା । ୫ଜିଲ୍ଲାଗୁଡ଼ିକ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ । ଏନେଇ କେନ୍ଦ୍ର ସରକାରଙ୍କୁ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏଥିସହିତ ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ ଯୋଜନାରୁ ବାଦ ପଡ଼ିଛି ଏହି ୫ଟି ଜିଲ୍ଲା ।

Get real time updates directly on you device, subscribe now.