fbpx

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର, ୧୪ା୭(ଓଡ଼ିଶା ଭାସ୍କର): ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ଉମାଶଙ୍କର ଦାଶ ହୋଇଛନ୍ତି ଭୁବନେଶ୍ୱର ଡିସିପି । ସେହିପରି ପ୍ରତୀକ ସିଂହ ହୋଇଛନ୍ତି କଟକ ଡ଼ିସିପି । ଏମ. ଅକ୍ଷୟ -ରାଜ୍ୟ ପୋଲିସ ହାଉସିଂ ବୋର୍ଡ଼ ସିଏମଡ଼ି, ସତ୍ୟଜିତ ମହାନ୍ତି- ଅଗ୍ନିଶମ ଓ ହୋମଗାର୍ଡ଼ ଡିଜି, ଲଳିତ ଦାସ- ଏଡ଼ିଜି କମ୍ୟୁନିକେସ, ଆର.କେ ଶର୍ମା- ଗୁଇନ୍ଦା ନିର୍ଦ୍ଦେଶକ, ସୌମେନ୍ଦ୍ର ପ୍ରିୟଦର୍ଶୀ- ଏଡ଼ିଜି କ୍ରାଇମବ୍ରାଞ୍ଚ, ପ୍ରବୀଣ କୁମାର- ଆଇଜି ଆଇନଶୃଙ୍ଖଳ, ଅନୁପ ସାହୁ- ଗୁଇନ୍ଦା ବିାଭଗ ଡ଼ିଆଇଜି, ସାର୍ଥକ ଷଡ଼ଙ୍ଗୀ- ସିଆଇଡ଼ି, କ୍ରାଇମବ୍ରାଞ୍ଚ ଏସପି, ଅଖିଳେଶ୍ୱର ସିଂହ- ପୁରୀ ଏସପି, ସାରା ଶର୍ମା- ଭିଜିଲାନ୍ସ ଅଫିସକୁ ବଦଳି, ବିନୀତ ଅଗ୍ରୱାଲ- କନ୍ଧମାଳ ଏସପି. ସାଗରିକାନାଥ – ସୁନ୍ଦରଗଡ଼ ଏସପି, ତପନ କୁମାର- ଗଜପତି ଏସପି, ସୌମ୍ୟା ମିଶ୍ର- ଟ୍ରାଫିକ ଡ଼ିସିପି, ରାହୁଲ ଜୈନ- ନୂଆପଡ଼ା ଏସପି, ଏସ.ସି ଜମାଦାର- ଦେବଗଡ଼ ଏସପ. ତପନ କୁମାର ପଟ୍ଟନାୟକ- ଗଜପତି ଏସପି ହୋଇଛନ୍ତି ।

Get real time updates directly on you device, subscribe now.