fbpx

ଭାରତରେ ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ,୧୯/୭: କରୋନା କବଜାରେ ଏବେ ସାରା ଦେଶ। ଏହାରି ମଧ୍ୟରେ ଭାରତରେ ଆରମ୍ଭ ହୋଇଗଲାଣି ଗୋଷ୍ଠୀ ସଂକ୍ରମଣ। ଏନେଇ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନର ଅଧ୍ୟକ୍ଷ ଭିକେ ମୋଙ୍ଗିଆ ନିଜର ବୟାନରେ କହିଛନ୍ତି। ଏହା ସହ ଆଗକୁ ପରିସ୍ଥିତି ଖରାପ ଆଡ଼କୁ ଗତି କରିବା ବୋଲି ଭିକେ ମୋଙ୍ଗିଆ କହିଛନ୍ତି। ତେବେ କେରଳ ସରକାର ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ପଷ୍ଟ କରିସାରିଛନ୍ତି।

 

Get real time updates directly on you device, subscribe now.