• Likes
  • Followers
  • Subscribers
  • Followers
  • Android App
  • Wednesday, August 20, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Featured
  • Facebook ଆକାଉଣ୍ଟ ପାସଓ୍ବାର୍ଡ ଭୁଲିଯାଇଛନ୍ତି କି? ବିନା ନମ୍ବର-ଇମେଲରେ ଏଭଳି କରନ୍ତୁ ରିକୋଭରି

Facebook ଆକାଉଣ୍ଟ ପାସଓ୍ବାର୍ଡ ଭୁଲିଯାଇଛନ୍ତି କି? ବିନା ନମ୍ବର-ଇମେଲରେ ଏଭଳି କରନ୍ତୁ ରିକୋଭରି

By Ankita On Mar 16, 2025 at 4:23 PM
Share

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ଫେସବୁକ୍ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି । କିନ୍ତୁ କେତେବେଳେ ଏପରି ହୁଏ ଯେ ଆକାଉଣ୍ଟ ପାସୱାର୍ଡ ଭୁଲିଯାଉ ଏବଂ ଏହା ସହିତ ଜଡିତ ନମ୍ବର କିମ୍ବା ଇମେଲ୍ ମଧ୍ୟ ଉପଲବ୍ଧ ନଥାଏ ।

ଏପରି ପରିସ୍ଥିତିରେ, ଆକାଉଣ୍ଟ ରିକୋଭର କରିବା କଷ୍ଟକର ମନେହୁଏ । କିନ୍ତୁ ନମ୍ବର ଏବଂ ଇମେଲ୍ ବିନା ମଧ୍ୟ ଆପଣଙ୍କର ଫେସବୁକ୍ ଆକାଉଣ୍ଟ ରିକୋଭର ହୋଇପାରିବ ।

ସର୍ବପ୍ରଥମେ ନିଜର ଆକାଉଣ୍ଟର ସଠିକ୍ ନାମ ମନେ ରଖିବା ଉଚିତ । ଏହାପରେ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣଙ୍କୁ ପ୍ରୋଫାଇଲ୍ ଖୋଜିବାକୁ କୁହାଯିବ । ଫେସବୁକକୁ ଯାଆନ୍ତୁ ଏବଂ ଫରଗଟ ପାସଓ୍ବାର୍ଡ ଉପରେ କ୍ଲିକ୍ କରନ୍ତୁ । ଏବେ ଇମେଲ୍ ଠିକଣା କିମ୍ବା ନମ୍ବର ଦେବାକୁ କୁହାଯିବ । ଏଠାରେ ନିଜର ନାମ ଦେବା ପରେ କେତେକ ଆକାଉଣ୍ଟ ଦେଖାଯିବ ।

ଆହୁରି ପଢନ୍ତୁ

ସବୁ ସୀମା ପାର କଲା ସନ୍ଦେହ.. ବିଷ ଦେଇ…

ଲଜ୍ଜା,ଲଜ୍ଜା,ଲଜ୍ଜା, ଜନ୍ମାଷ୍ଟମୀରେ…

ଯଦି ଆପଣ ଆପଣଙ୍କ ଆକାଉଣ୍ଟରେ ପୂର୍ବରୁ ଟ୍ରଷ୍ଟେଡ୍ କଣ୍ଟାକ୍ଟସ୍ ସେଟ୍ ଅପ୍ କରିସାରିଛନ୍ତି, ତେବେ ଏହି ପ୍ରକ୍ରିୟା ଆପଣଙ୍କ ପାଇଁ ବହୁତ ସହଜ ହେବ। No longer have access to these? କ୍ଲିକ୍ କରନ୍ତୁ । ଏବେ ଆପଣଙ୍କୁ ଟ୍ରଷ୍ଟେଡ୍ କଣ୍ଟାକ୍ଟସ୍ ରୁ ରିକୋଭର କୋଡ୍ ପଠାଇବାର ବିକଳ୍ପ ମିଳିବ । ଏହାପରେ ଆକାଉଣ୍ଟ ଫେରିପାଇବେ ।

ଯଦି Trusted Contacts ନାହିଁ, ତାହେଲେ Facebookର ହେଲ୍ପ ସେଣ୍ଟରର ସାହାଯ୍ୟ ନେଇ ଆଇଡେଣ୍ଟିଫାଇ ଭେରିଫିକେସନ ଫର୍ମ ଭରିବାକୁ ହେବ ।

Share

Prev Post

ଏଣିକି ପୋଷଣ କେନ୍ଦ୍ରରେ ମିଳିବ ରାସନ, କେନ୍ଦ୍ର ଓ ରାଜ୍ୟ ଉଭୟ ଦେବେ ସବ୍‍ସିଡି

Next Post

୨୦ରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି, ୩ ଦିନ ପରେ କମିବ ଖରା

You might also like More from author
Breaking News

ସବୁ ସୀମା ପାର କଲା ସନ୍ଦେହ.. ବିଷ ଦେଇ ସ୍ତ୍ରୀର ଜୀବନ ନେଲା ସ୍ୱାମୀ, ୧୪ ଦିନ ପରେ ମିଳିଲା ମୃତଦେହ

Top Stories

ଲଜ୍ଜା,ଲଜ୍ଜା,ଲଜ୍ଜା, ଜନ୍ମାଷ୍ଟମୀରେ ହନୁମାନଗଡ଼ରେ ଭୟଙ୍କର ଦୁଷ୍କର୍ମ, ସୀମା ମାନିଲାନି ଅଭିଯୁକ୍ତ,…

Top Stories

ଆଶ୍ଚର୍ଯ୍ୟ-ଅବାସ୍ତବ! ହସ୍ପିଟାଲରେ ଗଜବ ଖେଳ.. ହସ୍ପିଟାଲରେ ଜନ୍ମ ହେଲା ପୁଅ, ଘରକୁ ଆସୁଆସୁ ହୋଇଗଲା…

Featured

ଗୋଡ଼ାଇ ଗୋଡ଼ାଇ ନାଗର ବଦଲା ନେଲା ନାଗିନ, ସିନେମାର ସିନ୍ ରିୟଲ ଲାଇଫରେ ରିଫିଟ୍, ଦେଖନ୍ତୁ…

Featured

Antim Sanskar: ବିବାହିତ ମହିଳାମାନଙ୍କୁ ଶେଷକୃତ୍ୟ ପୂର୍ବରୁ କାହିଁକି ସଜାଯାଇଥାଏ? ଜାଣନ୍ତୁ…

Featured

(Video) ବାହାଘରରେ ବିନ୍ଦାସରେ ନାଚୁଥିଲା ବର, ସେତିକି ବେଳେ ଚପଲ ଖୋଲିଦେଲେ କନିଆଁ, ଆଉ ତା’ପରେ…

Prev Next
Advertisement
ADVERTISEMENT
Odisha Bhaskar

Recent Posts

ସବୁ ସୀମା ପାର କଲା ସନ୍ଦେହ.. ବିଷ ଦେଇ…

ଲଜ୍ଜା,ଲଜ୍ଜା,ଲଜ୍ଜା, ଜନ୍ମାଷ୍ଟମୀରେ…

ଆଶ୍ଚର୍ଯ୍ୟ-ଅବାସ୍ତବ! ହସ୍ପିଟାଲରେ ଗଜବ ଖେଳ..…

ଗୋଡ଼ାଇ ଗୋଡ଼ାଇ ନାଗର ବଦଲା ନେଲା ନାଗିନ,…

Antim Sanskar: ବିବାହିତ ମହିଳାମାନଙ୍କୁ…

(Video) ବାହାଘରରେ ବିନ୍ଦାସରେ ନାଚୁଥିଲା ବର,…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ସବୁ ସୀମା ପାର କଲା ସନ୍ଦେହ.. ବିଷ ଦେଇ…

ଲଜ୍ଜା,ଲଜ୍ଜା,ଲଜ୍ଜା, ଜନ୍ମାଷ୍ଟମୀରେ…

ଆଶ୍ଚର୍ଯ୍ୟ-ଅବାସ୍ତବ! ହସ୍ପିଟାଲରେ ଗଜବ ଖେଳ..…

ଗୋଡ଼ାଇ ଗୋଡ଼ାଇ ନାଗର ବଦଲା ନେଲା ନାଗିନ,…

Prev Next 1 of 27,806
© 2025 - TK Digital All Rights Reserved.