BREAKING:୧୧ ଦଫା ଦାବି ନେଇ ଡିଏଫଓଙ୍କ ଅଫିସ ଘେରିଲେ କେନ୍ଦୁପତ୍ର ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ
କେନ୍ଦୁପତ୍ର ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ଘେରାଉ। ୧୧ ଦଫା ଦାବି ନେଇ ଘେରାଉ କରିଛନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ।
ବଲାଙ୍ଗୀର: ପାଟଣାଗଡ଼ରେ ଡିଏଫଓଙ୍କ ଅଫିସ ଘେରାଉ। କେନ୍ଦୁପତ୍ର ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ଘେରାଉ। ୧୧ ଦଫା ଦାବି ନେଇ ଘେରାଉ କରିଛନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ।
ମୁଖ୍ୟମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ ଡିଏଫଓଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।
୧୧ ଦଫା ଦାବି ନେଇ ଏହି ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ ଡିଏଫଓଙ୍କୁ ପ୍ରଦାନ କରିଛି ସଂଘ।
ତୁରନ୍ତ ଦାବି ପୁରଣ ନହେଲେ ଆଗକୁ ଆନ୍ଦୋଳନ ତ୍ରୀବ ହେବ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି।