BREAKING: ଟଙ୍କା ଦିଅ, ଚାକିରି ନିଅ… ହୋଟେଲରେ ଚାଲିଥିଲା ଡିଲ୍‌, ମାଡ଼ିବସିଲା ପୋଲିସ

୩ ଜଣ ମାଷ୍ଟରମାଇଣ୍ଡକୁ ଗିରଫ କଲା ଖାରବେଳନଗର ଥାନା ପୋଲିସ। ମାଷ୍ଟରକ୍ୟାଣ୍ଟିନର ଏକ ହୋଟେଲରେ ଚାଲିଥିଲା ଫେକ୍ ନିଯୁକ୍ତି ମେଳା।

ଭୁବନେଶ୍ୱର: ଚାକିରି ଦେବା ନାଁରେ ଠକେଇ। ଦଲାଲଙ୍କୁ ବାନ୍ଧିଲା ପୋଲିସ। ଇସ୍ରାଏଲରେ ଚାକିରି ଦେବା ନାଁ ଠକେଇ କରିଥିଲେ ଦଲାଲ।

୩ ଜଣ ମାଷ୍ଟରମାଇଣ୍ଡକୁ ଗିରଫ କଲା ଖାରବେଳନଗର ଥାନା ପୋଲିସ। ମାଷ୍ଟରକ୍ୟାଣ୍ଟିନର ଏକ ହୋଟେଲରେ ଚାଲିଥିଲା ଫେକ୍ ନିଯୁକ୍ତି ମେଳା।

ଓଡ଼ିଆ ଯୁବକଙ୍କୁ ଚାକିରି ଦେବା ନାଁରେ ଠକେଇ ହେଉଥିଲା ଲକ୍ଷ ଲକ୍ଷ ଟଙ୍କା। ପ୍ରଥମ କିସ୍ତିରେ ଆଶାୟୀଙ୍କ ଠାରୁ ନିଆଯାଇଛି ୭୦ ହଜାର ଟଙ୍କା।

ଲେବର କମିଶନ ନିକଟରେ ଅଭିଯୋଗ ପରେ ୩ ମାଷ୍ଟରମାଇଣ୍ଡକୁ ବାନ୍ଧିଲା ପୋଲିସ।