BREAKING: ଲଜିଷ୍ଟିକ୍ ହବ୍‌ କେନ୍ଦ୍ରାପଡ଼ାରେ ହେବ ପ୍ରତିଷ୍ଠା, କେନ୍ଦ୍ରାପଡ଼ା ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଚାରିଟେବୁଲ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ହେବ। କେନ୍ଦ୍ରାପଡ଼ା ଓ ଆଳିରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ନେଇ ହୋଇଛି ଆଲୋଚନା।

ଭୁବନେଶ୍ୱର: କେନ୍ଦ୍ରାପଡ଼ା ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଲଜିଷ୍ଟିକ୍ ହବ୍‌। ଲୁଣା ନଦୀ ଉପରେ ହେବ ପ୍ରସ୍ତାବିତ ବ୍ୟାରେଜ।

ଏହା ସହ ଚାରିଟେବୁଲ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ହେବ। କେନ୍ଦ୍ରାପଡ଼ା ଓ ଆଳିରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ନେଇ ହୋଇଛି ଆଲୋଚନା।

ସିଏମଓ କାର୍ଯ୍ୟାଳୟ ପକ୍ଷରୂୁ ଏହି ସୂଚନା ଜାରି କରାଯାଇଛି।