ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ୨ଟି ବିମାନର ଉଡ଼ାଣ ବାତିଲ ।
ଭୁବନେଶ୍ୱରରୁ ହିନ୍ଦନ ଗାଜିଆବାଦ୍ ବିମାନ ଉଡ଼ାଣ ବାତିଲ୍ । ପଶ୍ଚିମ ପ୍ରାନ୍ତଙ୍କୁ ଉଡ଼ାଣ କଟକଣା ଥିବାରୁ ବାତିଲ କହିଲେ ନିର୍ଦ୍ଦେଶକ ।
ଭୁବନେଶ୍ୱର ପାଟନା ଦେଇ ଚଣ୍ଡିଗଡ଼ ଯାଉଥିବା ବିମାନ ବି ବାତିଲ ।
ଅପରେଶନ୍ ସିନ୍ଦୂର ପରେ ଦେଶର ୨୭ ବିମାନ ବନ୍ଦର ବନ୍ଦ କରାଯିବା ସହ ଶତାଧିକ ବିମାନ ଉଡ଼ାଣବାତିଲ କରାଯାଇଛି ।