ରାଶିଫଳ: ଆଜି ସୂର୍ଯ୍ୟଙ୍କ ଭଳି ଚମକିବ ଏହି ରାଶିମାନଙ୍କ ଭାଗ୍ୟ କେମିତି ‘DAILY HOROSCOPE

ଆଜି ଆପଣଙ୍କ ଦିନ କେମିତି କଟିବ । କେଉଁ ରାଶିଙ୍କ ଭାଗ୍ୟରେ କଣ ରହିଛି । ପଢନ୍ତୁ ଆଜିର ରାଶିଫଳ ।

ରାଶିଫଳ: ଆଜି ଆପଣଙ୍କ ଦିନ କେମିତି କଟିବ । କେଉଁ ରାଶିଙ୍କ ଭାଗ୍ୟରେ କଣ ରହିଛି । ପଢନ୍ତୁ ଆଜିର ରାଶିଫଳ ।

ମେଷ: ଆଜି ବ୍ୟବସାୟିକ କ୍ଷେତ୍ରରେ ସଫଳତା ପାଇବେ । କିଛି ବରିଷ୍ଠ ଅଧିକାରୀଙ୍କଠାରୁ ଆଶିର୍ବାଦ ମିଳିବ । ସ୍ବାସ୍ଥ୍ୟ କ୍ଷେତ୍ରରେ ସୁଧାର ଆସିବ । ଶତ୍ରୁ ପରାଜୟ ହେବ । କର୍ମରେ ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ନିଜର କାର୍ଯ୍ୟକୁ ସଫଳକାମ କରିଥିବାରୁ ପ୍ରଫୁଲ୍ଳିତ ହେବେ । ଅଧିକ ସୁଫଳ ପାଇଁ ନାଲି ରଙ୍ଗର ବସ୍ତୁ ପାଖରେ ରଖନ୍ତୁ ।

ବୃଷ: ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ । ରୋଜଗାର କ୍ଷେତ୍ରରେ ଉନ୍ନତି କରିବେ । ଯାତ୍ରାର ଯୋଗ ରହିଛି । ସ୍ବାସ୍ଥ୍ୟ, ପ୍ରେମ, ବ୍ୟବସାୟ କ୍ଷେତ୍ରରେ ଦିନଟି ଭଲ ଅଟେ । ଧାର କରଜରେ ଦେଇଥିବା ଟଙ୍କା ପାଖକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । ଶନିଦେବଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:  ଆଜି ଆପଣଙ୍କ ଦିନଟି ଏତେ ଶଭଙ୍କର ନୁହେଁ । ଆଜି ଆପଣଙ୍କ ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ । ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି ଅସୁସ୍ଥ ଅନୁଭବ କରିପାରନ୍ତି । ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ନୀଳ ରଙ୍ଗର ବସ୍ତୁ ପାଖରେ ରଖିଲେ ଶୁଭ ହେବ ।

କର୍କଟ: ସ୍ବାସ୍ଥ୍ୟ କ୍ଷେତ୍ରରେ ସୁଧାର ଆସିବ । ଆଜି ଆପଣଙ୍କୁ ଆପଣଙ୍କ ସୀବନସାଥୀ ମିଳିପାରନ୍ତି । ଚାକିରି କ୍ଷେତ୍ରରେ ସ୍ଛିତି ଭଲ ରହିବ । ଆଜି ଦିନଟି ଆପଙ୍କର ଆନନ୍ଦ ଉଲ୍ଲାଶରେ କଟିବ । ନୀଳ ବସ୍ତୁ ଦାନ କଲେ ଦିନଟି ଅତି ଭଲରେ କଟିବ ।

ସିଂହ: ଶତ୍ରୁଙ୍କ ଆଗମନ ହୋଇପାରେ । ସ୍ବାସ୍ଥ୍ୟ ମଧ୍ୟମଧରଣର ରହିବ । ପ୍ରେମ ସଂମ୍ପକରେ ଦିନଟି ଭଲ ଅଛି । ବ୍ୟାପାର କ୍ଷେତ୍ ଦିନଟି ଭଲ । କିନ୍ତୁ କିଛି ଗୋଳମାଳ ହୋଇପାରେ । ନୀଳ ରଙ୍ଗର ବସ୍ତୁ ଦାନ କରନ୍ତୁ ।

କନ୍ୟା: ଲେଖା ପଢାରେ ଦିନଟି ଅତିବାହିତ ହେବ । ପିଲାଙ୍କ ସ୍ବାସ୍ଛ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ମାନସିକ ଅଶାନ୍ତି ଦେଖା ଦେଇପାରେ । ବ୍ୟବସାୟ ପାଇଁ ଦିନଟି ଭଲ ଅଟେ । ସବୁଜ ରଙ୍ଗର ବସ୍ତୁ ପାଖରେ ରଖନ୍ତୁ ।

ତୁଳା: ପାରବାରିକ କଳହରୁ ନିବୃତ୍ତ ରୁହନ୍ତୁ । ମା’ଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟନ ଦିଅନ୍ତୁ । ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ । ବ୍ୟାପାର ପାଇଁ ଦିନଟି ଭଲ । ଶନିଦେବଙ୍କୁ ପ୍ରଣାମ କରନ୍ତୁ ।

ବିଛା: ରାଜଗାର କ୍ଷେତ୍ରରେ ଉନ୍ନତି କରିବେ । ଆଜି ଆପଣ ଭଗ୍ୟବାନ ସାବ୍ୟସ୍ତ ହେବେ । ପ୍ରତ୍ୟେକ କୋଣରୁ ଖୁସି ମିଳିବ । ଆପଣଙ୍କ ଜୀବନର ବହୁତ କାର୍ଯ୍ୟ ଆଜି ସଫଳ ହେବ । କାରବାର ଆପଣଙ୍କୁ ଖୁସି ପ୍ରଦାନ କରିବ ।ପାରିବାରିକା ଜୀବନ ସୁଖମୟ ହେବ । ଅର୍ଥ ଉପାର୍ଜନରେ ବାଧା ରହିବ ନାହିଁ । ହଳଦିଆ ରଙ୍ଗର ବସ୍ତୁ ପାଖରେ ରଖନ୍ତୁ ।

ଧନୁ: ଆଜି ଆପଣଙ୍କର ଧନ ହାନି ହୋଇପାରେ । ଆପଣ ଆଜି ଅନେକ ସୁଖଦୁଃଖ ଅବସ୍ଥା ଦେଇ ଗତି କରିପାରନ୍ତି । ଦୂରଯାତ୍ରା କରିବାର ଯୋଗ ରହିଛି । ବାହାର ଖାଦ୍ୟଠାରୁ ଦୂରତା ରଖନ୍ତୁ । ଲାଲ ରଙ୍ଗର ବସ୍ତୁ ପାଖରେ ରଖନ୍ତୁ ।

ମକର:  ଆଜି ଦିନଟି ଆପଣଙ୍କ ପାଇଁ ଉଜ୍ଜଳମୟ ହୋଇପାରେ । ସକରାତ୍ମକ ଭାବନା ଆସିବ । ଆକର୍ଷଣର କେନ୍ଦବିନ୍ଦୁ ବନିବେ । ସ୍ବାସ୍ଥ୍ୟ କ୍ଷେତ୍ରରେ ସୁଧାର ଆସିବ । ପାରିବାରିକ ଜୀବନ ଓ ବୃତ୍ତିଗତ ଜୀବନରେ ଆର୍ଥିକ ସ୍ୱଚ୍ଛଳତା ରହିବ । ଶତ୍ରୁମାନେ ପରାଜୟ ବରଣ କରିବେ । କାଳୀ ମାଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:  ଆଜି ଚିନ୍ତାଗ୍ରସ୍ତ ରହିବେ । ଆନାବଶ୍ୟକ ଚିନ୍ତା ଲାଗି ରହିବ । ମୁଣ୍ଡ ବ୍ୟଥା ଏବଂ ଆଖିରେ ପୀଡ଼ା ଅନୁଭବ କରିପାରନ୍ତି । ମହିଳାମାନେ ନିଜର ବିବାଦୀୟ ମନୋବୃତ୍ତିକୁ ପ୍ରତ୍ଯାହାର କରି ଶାନ୍ତ ରହିବା ଉଚିତ୍‍ । ଅନ୍ୟ କଥାରେ ଉତ୍ତେଜିତ ହୋଇ ଧର୍ଯ୍ୟହରା ହୋଇପାରନ୍ତି । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ସବିଜ ରଙ୍ଗର ବସ୍ତୁ ପାଖରେ ରଖନ୍ତୁ ।

ମୀନ: ଆଜି ଆପଣଙ୍କୁ ଶୁଭ ସମାଚାର ମିଳିପାରେ । ସ୍ବାସ୍ଥ୍ୟ ଭଲ ରହିବ । ବ୍ୟବସାୟିକ ପାଇଁ ଦିନଟି ଭଲ । ମହିଳାମାନଙ୍କ ସହ ବାର୍ତ୍ତାଳାପ କଲାବେଳେ ଆପଣ ନିଜର କଥାରେ ସଞ୍ଜମତା ରକ୍ଷା କରନ୍ତୁ । ଆଜି ଆପଣ ନିଜର ସମ୍ପତ୍ତି କିମ୍ୱା ଯାନବାହାନ ସମ୍ୱନ୍ଧୀୟ କୌଣସି କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ । ନୀଳ ବସ୍ତୁ ପାଖରେ ରଖିଲେ ଦିନଟି ଶୁଭ ହେବ ।