ଓଡ଼ିଶା ଭାସ୍କର: ଗରୁଡ଼ ପୂରାଣ ହିନ୍ଦୁ ଧର୍ମର ୧୮ ମହାପୂରାଣରୁ ଅନ୍ୟତମ । ଏଥିରେ ମୃତ୍ୟୁ, ଆତ୍ମାର ଗତି, କର୍ମଫଳ ଏବଂ ବିଭିନ୍ନ ଆତ୍ମା ସ୍ୱର୍ଗ କିମ୍ବା ନର୍କକୁ ଯିବାକୁ ଥିବା ଯୋଜନା ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।
ଦଣ୍ଡ: ଗରୁଡ଼ ପୂରାଣରେ ଭଲ ଏବଂ ଖରାପ କର୍ମ ଆଧାରରେ ଲୋକଙ୍କୁ ମିଳୁଥିବା ଦଣ୍ଡ ବିଷୟରେ ଦାବି କରାଯାଇଛି । ସ୍ୱାମୀଙ୍କ ସହ ଝଗଡ଼ା କରୁଥିବା ସ୍ତ୍ରୀମାନଙ୍କୁ ନର୍କକୁ ପଠାଯାଇଥାଏ ।
ଗରୁଡ଼ ପୂରାଣରେ ‘ମହାପ୍ରଭ’ ନାମକ ଏକ ନର୍କର ଦାବି କରାଯାଇଛି । ଏଠାରେ ସେହି ଲୋକଙ୍କୁ ପଠାଯାଏ ଯିଏ ସ୍ତ୍ରୀ-ସ୍ୱାମୀଙ୍କ ମଧ୍ୟରେ ଝଗଡ଼ା କରାଇଥାଏ ଏବଂ ତାଙ୍କୁ ଅଲଗା କରିଥାଏ ।
ଯଦି କୌଣସି ସ୍ତ୍ରୀ ନିଜ କର୍ତ୍ତବ୍ୟର ପାଳନ କରିନଥାଏ ଏବଂ ସ୍ୱାମୀକୁ ଅନାଦାର କରେ କିମ୍ବା ଅଯଥାରେ ଝଗଡ଼ା କରେ ସେହି ସ୍ତ୍ରୀମାନଙ୍କୁ ତମିଶ୍ରମ ଏବଂ ଅସିତାପନ୍ନମ ନାମକ ଦଣ୍ଡ ମିଳିଥାଏ ।
ଗରୁଡ଼ ପୂରାଣ ଅନୁଯାୟୀ, ସ୍ୱାମୀ ସହ ଝଗଡ଼ା କରୁଥିବା ସ୍ତ୍ରୀମାନଙ୍କୁ ନର୍କରେ ଛୁରୀ ଭୁଶାଯାଏ, ଯେପର୍ଯ୍ୟନ୍ତ ସେ ବେହୋଶ ହୋଇନାହିଁ ।
ଯଦି କୌଣସି ସ୍ତ୍ରୀ ଝଗଡ଼ା ସମୟରେ ନିଜ ସ୍ୱାମୀକୁ ଅଭଦ୍ର ଭାଷା ପ୍ରୟୋଗ କରେ,ବା ତାଙ୍କୁ ଅପମାନ ଦିଏ, ତେବେ ତାଙ୍କୁ ଯମଦୂତଙ୍କ ଦ୍ୱାରା ଭୟାନକ ଦଣ୍ଡ ଦିଆଯାଇଥାଏ ।