ସରକାର ଦେଖାଇଲେ Power: ସିଜିମାଳି ଖଣି ଖନନ ବିରୋଧ ସମାବେଶକୁ ନ ଯିବାକୁ ମେଧାଙ୍କୁ ଅଟକ

ରାୟଗଡ଼ା: ଜଣାସୁଣା ପରିବେଶବିତ୍ ମେଧା ପାଟେକର ଅଟକ । ମେଧାଙ୍କୁ ଅଟକ ରଖିଲା ରାୟଗଡ଼ା ପୋଲିସ ।

ବିଶ୍ୱ ପରିବେଶ ଦିବସରେ ମେଧା ହେବାକୁ ଯାଉଥିଲେ ସାମିଲ । ଏ ନେଇ କରାଯିବାର ଥିଲା ବଡ଼ ସମାବେଶ ।

ସମାବେଶ ସିଜିମାଳି ଖଣି ଖନନକୁ ବିରୋଧ କରି ହୋଇଥାନ୍ତା ଏହି ସମାବେଶ । କାର୍ଯ୍ୟକ୍ରମକୁ ନ ଯିବା ପାଇଁ ମେଧାକୁ କରାଯାଉଛି ବୁଝାସୁଝା ।