ଧରାପଡ଼ିଲେ 2 ନକଲି ପରୀକ୍ଷାର୍ଥୀ, ଅନ୍ୟପରୀକ୍ଷାର୍ଥୀଙ୍କ ନାଁରେ ଦେଉଥିଲେ ପରୀକ୍ଷା

ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ । ଧରାପଡ଼ିଲେ 2 ଜଣ ନକଲି ପରୀକ୍ଷାର୍ଥୀ ।

ବାରିପଦା: ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ । ଧରାପଡ଼ିଲେ 2 ଜଣ ନକଲି ପରୀକ୍ଷାର୍ଥୀ ।

ଅନ୍ୟପରୀକ୍ଷାର୍ଥୀଙ୍କ ନାଁରେ ଦେଉଥିଲେ ପରୀକ୍ଷା । ଶୁଳିଆପଦା ବ୍ଲକ ଧରମପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଥିଲେ ।