BREAKING NEWS: ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା! ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଯୁବକଙ୍କୁ ପିଟି ମାରିଦେଲେ !

ଅନୁଗୁଳ: ଯୁବକଙ୍କୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରାଯାଇଛି। ଟାଉନ ଥାନା ରାଣୀଗୁଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି।
ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ଛାନ୍‌ଭିନ୍‌ ଚଳାଇଛି।

ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଲକ୍ଷ୍ମୀପୁର ନଦୀରେ ଭାସି ଯାଇ ନିଖୋଜ ଥିଲେ ବୃଦ୍ଧ। ବର୍ତ୍ତମାନ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ୩ ଦିନ ପରେ ନଦୀ ପଠାରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ଟିମ୍। ପରିବା ବିକି ଫେରିବା ବେଳେ ଚମ୍ପାବତୀ ନଦୀରେ ଭାସିଯାଇଥିଲେ ବୃଦ୍ଧ।