ଏଥର ସେପ୍ଟେମ୍ବର ୨୮ରୁ ଦୁର୍ଗାପୂଜା, ଅକ୍ଟୋବରରେ ଭସାଣୀ

କଟକ: ସେପ୍ଟେମ୍ବର ୨୮ ତାରିଖରୁ କଟକ ଦୁର୍ଗାପୂଜା ଆରମ୍ଭ । ଅକ୍ଟୋବର ୩ ତାରିଖରେ ଦୁର୍ଗାପୂଜା ଭସାଣୀ ଶୋଭାଯାତ୍ରା ।

କଟକ ମହାନଗରର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଶାନ୍ତି ଶୃଙ୍ଖଳାରେ ପୂଜା ପାଳିବାକୁ ସହରବାସୀଙ୍କଚୁ କମିଟି ପକ୍ଷରୁ ନିବେଦନ କରିଛନ୍ତି ।

ରବିବାର ଦୁର୍ଗାପୂଜା ଆରମ୍ଭ କରାଯିବ । କଟକର ବିଭିନ୍ନ ବଜାର କମିଟି ବୁଧବାର ଭଷାଣୀ କାର୍ଯ୍ୟକ୍ରମ ରହିଛି ।

କଟକର ସମସ୍ତ ପୂଜା କମିଟି ଦୁର୍ଗା ପୂଜା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।