fbpx

ବିଜେଡ଼ି ନେତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ, ଜାଣନ୍ତୁ କେଉଁ ଜିଲ୍ଳା ପାଇଁ କିଏ?

ଭୁବନେଶ୍ୱର, ୧୦ା୮ (ଓଡ଼ିଶା ଭାସ୍କର):ବିଜୁ ଜନତା ଦଳର ରାଜ୍ୟ ମହିଳା କମିଟି ପୁନର୍ଗଠିତ ହୋଇଛି । ୩୦ ବିଜେଡ଼ି ନେତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ । ଗୀତା ବସ୍ତିଆ-ଗଞ୍ଜାମ, ଲୋପାମୁଦ୍ରା ବକ୍ସିପାତ୍ର- କେନ୍ଦୁଝର, ଉର୍ମିଲତା ଦାସ- ମୟୁରଭଞ୍ଜ, କସ୍ତୁରୀ ମହାପାତ୍ର- ଖୋର୍ଦ୍ଧା ଓ ଭୁବନେଶ୍ୱର, କଟକ- ପ୍ରଭାସିନୀ ଷଡ଼ଙ୍ଗୀ, ସୁନ୍ଦରଗଡ଼- ଜ୍ୟୋତି ପାଣିଗ୍ରାହୀ, ରାୟଗଡ଼ା- ସ୍ନିଗ୍ଧା ପାଣିଗ୍ରାହୀ, ବାଲେଶ୍ୱର- ଭାରତୀ ସିଂହ, ନୟାଗଡ଼, କୁଞ୍ଜଲତା ସାମଲ, ଜଗତସିଂହପୁର- ସଂଯୁକ୍ତ ମହଲା, ଅନୁଗୁଳ- ପୁଷ୍ପାଞ୍ଜଳି ରଣା, ବୌଦ୍ଧ-ବାସନ୍ତୀ ସିଂହ, ଭଦ୍ରକ-ସରୋଜିନୀ ମହାପାତ୍ର, ବଲାଙ୍ଗିର- ସରୋଜିନୀ ରାଜ, ବରଗଡ଼- ନିବେଦିତା ନାୟକ, ଦେବଗଡ଼- ବନଜା ମହାନ୍ତି, ଢ଼େଙ୍କାନାଳ- ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଗଜପତି- ବାସନ୍ତୀ ମହାପାତ୍ର, ଝାରସୁଗୁଡ଼ା- ସାଗରିକା ମିଶ୍ର, ଯାଜପୁର- ରିଜୱାନା ବେଗମ୍, କଳାହାଣ୍ଡି- ସଂଯୁକ୍ତା ମହାନ୍ତି, କନ୍ଧମାଳ- ସଂଘମିତ୍ରା ଦଳେଇ, କୋରାପୁଟ- ମୀରା ପରିଡ଼ା, କେନ୍ଦ୍ରାପଡ଼ା- ମିତା ରାଉତ, ମାଲକାନଗିରି- ନିବେଦିତା ମହାନ୍ତି, ନବରଙ୍ଗପୁର- ସମ୍ପା ମଜୁମଦାର, ନୂଆପଡ଼ା- ରୁନୁ ଜେନା, ପୁରୀ- ସନ୍ଧ୍ୟା ବିଶ୍ୱାଳ, ସମ୍ବଲପୁର- ମିନତି ଦେବତା, ରଞ୍ଜୁଲତା ରାୟଙ୍କୁ ସୁବର୍ଣ୍ଣପୁର ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.