fbpx

ଚିଲିକା ବ୍ଲକ ଓ ଏନଏସି ସଟଡାଉନ୍

ଖୋର୍ଦ୍ଧା,୧୧ ।୮(ଓଡିଶା ଭାସ୍କର): ଖୋର୍ଦ୍ଧା ଚିଲିକା ବ୍ଲକ ଓ ଏନଏସି ୧୪ ତାରିଖ ଯାଏ ସଟଡାଉନ୍ ହୋଇଛି । ଆଜି ସନ୍ଧ୍ୟା ୭ରୁ ଅଗଷ୍ଟ ୧୪ ସନ୍ଧ୍ୟା ୭ଟା ଯାଏ ସଟଡାଉନ୍ କରାଯାଇଛି । କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.