fbpx

ରାୟଗଡ଼ାରେ ୨୪ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ରାୟଗଡ଼ା, ୧୧ା୮(ଓଡ଼ିଶା ଭାସ୍କର): ରାୟଗଡ଼ା ତୁମ୍ବିଗୁଡ଼ା ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି । ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ସିଏମଏସ ସଂସ୍ଥାର କର୍ମଚାରୀଙ୍କଠାରୁ ୨୪ ଲକ୍ଷ ଟଙ୍କା ଲୁଟ କରିଛନ୍ତି । ଗ୍ରାହକଙ୍କଠାରୁ ଟଙ୍କା ନେଇ ଆସୁଥିବା ବେଳେ ଏହିପରି ଘଟଣା ଘଟିଛି । ଏନେଇ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

 

Get real time updates directly on you device, subscribe now.