ଭୁବନେଶ୍ୱର, ୪ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୩୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ, ଖୋର୍ଦ୍ଧା, କଟକ, ବଲାଙ୍ଗୀର ଜିଲ୍ଳାରୁ ୨ଜଣ ଲେଖାଏଁ, ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Regret to inform the demise of Nine Covid positive patients while under treatment in hospitals.
1. An 18 year old male of Bolangir district who was also suffering from Sickle Cell disorder.
2. A 75 year old female of Bolangir who was also suffering from Diabetes & Hypertension
— H & FW Dept Odisha (@HFWOdisha) September 4, 2020
7. A 50 year old male of Ganjam district who was also suffering from Diabetes.
8. A 67 year old male of Khordha district who was also suffering from Diabetes.
9. A 52 year old female of Rayagada district who was also suffering from Diabetes.
— H & FW Dept Odisha (@HFWOdisha) September 4, 2020