fbpx

ଡର୍ବଲ ମର୍ଡର ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୪ ।୯(ଓଡିଶା ଭାସ୍କର): କେନ୍ଦୁଝରରେ ଗୁଣିଗାରେଡି ସନ୍ଦେହରେ ଡବଲ ମର୍ଡର ଘଟଣା ମିଳିଛି ନ୍ୟାୟ । ଦୋଷୀ ଦିବାଇ ନାଗଙ୍କୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ରାୟ ଶୁଣାଇଛନ୍ତି । କେନ୍ଦଝର ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏହି ରାୟ ଶୁଣାଇଛନ୍ତି ।

ତେବେ ୨୦୧୭ ଜାନୁଆରୀ ୧୯ରେ ଜଜାଙ୍ଗ ରାଜନ ବସ୍ତିରେ ଏହି ଘଟଣା ଘଟିଥିଲା । ଗୁଣିଗାରେଡି ସନ୍ଦେହରେ ମା ଲକ୍ଷ୍ମୀ ନାଏକ ଓ ୬ ବର୍ଷର ପୁଅକୁ ଛୁରୀ ଭୁସି ହତ୍ୟା କରାଯାଇଥିଲା ।

Get real time updates directly on you device, subscribe now.