fbpx

ଭିଜିଲାନ୍ସ ଜାଲରେ ଅଧ୍ୟାପକ

ଗଜପତି, ୧୯ ।୧୦ (ଓଡିଶା ଭାସ୍କର): ଗଜପତି ପାରଳାଖେମୁଣ୍ଡିରେ ଭିଜିଲାନ୍ସ ଜାଲରେ ଅଧ୍ୟାପକ ଫସିଲେ । ଅଧ୍ୟାପକ ଜି. ନାଗେଶ୍ୱର ରାଓଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି । ରାଧାଗୋବିନ୍ଦ ନଗର ବାସଭବନ ସମେତ ୬ଟି ସ୍ଥାନରେ ଚଢ଼ାଉ ହୋଇଛି ।

Get real time updates directly on you device, subscribe now.