fbpx

ଏନକାଉଣ୍ଟରରେ ୫ ମାଓବାଦୀ ସଫା

ଝାଡଖଣ୍ଡ,୧୯ ।୧୦: ଏନକାଉଣ୍ଟରରେ ଟଳିଲେ ୫ ମାଓବାଦୀ । ଝାଡଖଣ୍ଡ ଗଢଚିରୋଲିରେ ଯବାନ-ମାଓବାଦୀ ମଧ୍ୟରେ ହୋଇଛି ଗୁଳିବିନିମୟ । ଘଟଣାସ୍ଥଳରୁ ୫ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ୩ଜଣ ମହିଳା ଥିବା ଜଣାପଡିଛିି । ତେବେ ଗଢଚିରୋଲି କୋସିମ ଜଙ୍ଗଲରେ ମାଓ ଶିବିର ଚାଲିଥିବା ସୂଚନା ମିଳିଥିଲା ।

Get real time updates directly on you device, subscribe now.