fbpx

ଏହି ପୂଜା ମଣ୍ଡପରେ ଲାଗିଲା ‘ନୋ ଏଣ୍ଟ୍ରି ଜୋନ୍’, ଜାଣନ୍ତୁ କେଉଁଠି?

କୋଲକାତା, ୨୦ ।୧୦: କରୋନା ସଙ୍କଟ ମଧ୍ୟରେ ଦୁର୍ଗା ପୂଜା ମଣ୍ଡପକୁ ନେଇ କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଝଟକା ଦେଇଛନ୍ତି । ଦୁର୍ଗାପୂଜା ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋଲକାତା ହାଇକୋର୍ଟ ସମସ୍ତ ପୂଜା ମଣ୍ଡପକୁ ‘ନୋ ଏଣ୍ଟ୍ରି ଜୋନ୍’ ଘୋଷଣା କରିଛନ୍ତି । କେବଳ ପୂଜା କର୍ମକର୍ତ୍ତା ମଣ୍ଡପରେ ପ୍ରବେଶ କରିପାରିବେ । ମଣ୍ଡପ ବାହାରେ ସେମାନଙ୍କ ନାଁ ଲେଖା ହୋଇ ରହିବ ।

Get real time updates directly on you device, subscribe now.