fbpx

EOS-01 ସାଟେଲାଇଟର ଉତକ୍ଷେପଣ

ଆନ୍ଧ୍ର, ୭ ।୧୧ ଆଜି ଅପରାହ୍ନରେ ଅର୍ଥ ଅବଜର୍ଭେସନ ସାଟେଲାଇଟ ଲଞ୍ଚ କରିଛି ଇସ୍ରୋ । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ EOS-01 ସାଟେଲାଇଟ ଉତକ୍ଷେପଣ କରିଛି ଇସ୍ରୋ । PSLV-C49 ରକେଟ ଯୋଗେ ଇସ୍ରୋ ଏହି ସାଟେଲାଇଟ୍‌ ପଠାଇଛି । EOS-01 ସହ ଅନ୍ୟ ଦେଶର ୯ଟି ସାଟେଲାଇଟ୍‌ ପଠାଯାଇଛି । ତେବେ କୃଷି ଓ ପ୍ରାକୃତିକ ଦୁର୍ବିପାକ ସମ୍ପର୍କିତ ତଥ୍ୟ ଯୋଗାଇବ ଏହି ସାଟେଲାଇଟ । ଏହା ସାଟେଲାଇଟ ଯାନ PSLV-C49ର ୫୧ତମ ଅଭିଯାନ ।

Get real time updates directly on you device, subscribe now.