fbpx

ଆତଙ୍କବାଦୀ ହାଫିଜ ସୟିଦକୁ ୧୦ ବର୍ଷ କାରାଦଣ୍ଡ

ଇସଲାମାବାଦ,୧୯ ।୧୧: ଅନ୍ତର୍ଜାତୀୟ ଆତଙ୍କବାଦୀ ହାଫିଜ ସୟିଦକୁ ୧୦ ବର୍ଷ କାରାଦଣ୍ଡ ହୋଇଛି । ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି । ବେଆଇନ ପାଣ୍ଠି ଯୋଗାଣ ମାମଲାରେ ହାଫିଜ ସମେତ ୪ ଆତଙ୍କବାଦୀ ଦଣ୍ଡିତ ହୋଇଛନ୍ତି । ଜମାତ ଉଦ୍‌ ଦାୱା ସଂଗଠନର ମୁଖ୍ୟ ହାଫିଜର ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.