fbpx

୫ ମହାନଗରୀରେ ଖାଦ୍ୟ ସୁରକ୍ଷା ନିଯୁକ୍ତିକୁ ମଞ୍ଜୁରି

ଭୁବନେଶ୍ୱର,୪ ।୧(ଓଡିଶା ଭାସ୍କର): ରାଜ୍ୟର ୫ଟି ମହାନଗରୀରେ ନିଯୁକ୍ତ ହେବେ ସ୍ୱତନ୍ତ୍ର ଖାଦ୍ୟ ସୁରକ୍ଷା ଅଧିକାରୀ । ଏନେଇ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ନିଯୁକ୍ତିକୁ ମଞ୍ଜୁରି ମିଳିଛି । ଏଣିକି ଖାଦ୍ୟର ମାନ ଯାଞ୍ଚ କରିବେ ଖାଦ୍ୟ ସୁରକ୍ଷା ଅଧିକାରୀ । ଲୋକପ୍ରିୟ ରାସ୍ତାକୁ ‘ନିରାପଦ ଖାଦ୍ୟ ସାରଣୀ’ ଭାବେ ଘୋଷଣା କରାଯିବ । ନିରାପଦା ଫାଷ୍ଟଫୁଡ୍ ନେଇ ଦୋକାନୀ ଓ ଗ୍ରାହକଙ୍କୁ ସଚେତନ କରାଯିବ ।

Get real time updates directly on you device, subscribe now.