fbpx

ଚେକଡ୍ୟାମ ତଳକୁ ଖସିଲା ଜିପ୍

ଟିଟିଲାଗଡ,୫ ।୧(ଓଡିଶା ଭାସ୍କର): ଟିଟିଲାଗଡ ଚେକଡ୍ୟାମର ୩୦ ଫୁଟ ତଳକୁ ଏକ ଜିପ୍ ଖସିପଡିଛି । ଟିଟିଲାଗଡ ହାଟପଦାପଡା ନିକଟରେ ଏହି ଦୁର୍ଘଟଣା ଘଟିଛି । ଖବରପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ତେବେ ଜିପରେ ମୋଟ୍ କେତେ ଯାତ୍ରୀ ଥିଲେ, ତାହା ଜଣାପଡିନାହିଁ ।

Get real time updates directly on you device, subscribe now.