fbpx
BJD SKY
BJD SKY

ଅଭୟକାନ୍ତ ପାଠକ ଓ ଆକାଶ ପାଠକ ଙ୍କ ସପକ୍ଷରେ ବାହାରିଲେ ପ୍ରଦୀପ ପାଣିଗ୍ରାହୀ

BJD

ଭୁବନେଶ୍ୱର,୨୯/୧୧(ଓଡିଶା ଭାସ୍କର) :ବିଜେଡି ରୁ ବହିଷ୍କୃତ  ହେବ ପରେ ନିଜ ଭାବି ଜ୍ଵାଇଁ ଓ ସମୁଦି ଙ୍କ ସପକ୍ଷରେ ବାହାରିଲେ ପ୍ରଦୀପ ପାଣିଗ୍ରାହୀ । IFS ଅଭୟକାନ୍ତ ପାଠକ ହେଉଛନ୍ତି ଜଣେ ବେଷ୍ଟ ଅଫିସର । ତାଙ୍କ ନାଁରେ ଯଦି କିଛି ପ୍ରମାଣ ଅଛି ଯୋଗାଡ଼ କର।  ଆକାଶ ଆଇଟିଆରର ଛାତ୍ର, ରୋମାନିଆରେ କାମ କରୁଥିଲେ। ମା’ଙ୍କ ଅସୁସ୍ଥତା ଯୋଗୁଁ ଓଡ଼ିଶା ଫେରି ଆସିଥିଲେ ଆକାଶ। ୨୦୧୬ରେ ଜିମେଟ୍‌ରେ ସବୁଠୁ ଅଧିକ ନମ୍ବର ରଖିଥିଲେ। ଏହାପରେ ଟାଟା ଗ୍ରୁପ୍‌କୁ  ମନୋନୀତ ହୋଇଥିଲେ। କଂପାନୀ ତରଫରୁ ଆକାଶଙ୍କୁ ଚାର୍ଟର ପାଇଁ ଅନୁମତି ରହିଛି। ଆକାଶଙ୍କ ବାପା ଅଭୟକାନ୍ତ ପାଠକ ରାଜ୍ୟର ଜଣେ ଦକ୍ଷ ଅଫିସର। କିନ୍ତୁ ଅଭୟକାନ୍ତଙ୍କୁ ସରକାରୀ କ୍ୱାର୍ଟର୍ସ ଦିଆଯାଇ ନଥିଲା।

Get real time updates directly on you device, subscribe now.