fbpx

ବିଧାନସଭା ଶୀତ ଅଧିବେଶନ ଶେଷ

ଭୁବନେଶ୍ୱର, ୨୯/୧୧(ଓଡିଶା ଭାସ୍କର): ୩୦ ଦିନ ଆଗରୁ ସରିଲା ବିଧାନସଭା ଶୀତ ଅଧିବେଶନ। ଗୃହକୁ ଅନିର୍ଦିଷ୍ଟ କଲା ପର୍ଯ୍ୟନ୍ତ ମୁଲତବୀ କଲେ ବାଚସ୍ପତି ।ଡ଼ିସେମ୍ବର ୩୧ ଯାଏ ଚାଲିବାର ଥିଲା ବିଧାନସଭା।କୋଭିଡି କଟକଣା ମଧ୍ୟ ରେ ମାତ୍ର ୧୦ ଦିନରେ ସରିଲା ଅଧିବେଶନ। ବିରୋଧୀ ମାନଙ୍କ ହଂଗାମା ମଧ୍ୟରେ ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍।

Get real time updates directly on you device, subscribe now.