fbpx

ଜାରି ହେଲା ରାଜ୍ୟ ସରକାରଙ୍କ ଜାନୁଆରି ଗାଇଡଲାଇନ୍ସ, ଜାଣନ୍ତୁ କଣ ଖୋଲା କଣ ବନ୍ଦ

ଭୁବନେଶ୍ୱର ୩୦ ।୧୨(ଓଡିଶା ଭାସ୍କର):କରୋନା ଭାଇରସ ର ପ୍ରକୋପ ମଧ୍ୟରେ ରାଜ୍ୟ ସରକାର ଏବେ ଜାନୁଆରି ମାସ ପାଇଁ ଗାଇଡଲାଇନ୍ସ ଜାରି କରିଛନ୍ତି। ଏହି ଗାଇଡଲାଇନ୍ସ ଅନୁସାରେ ୫୦ ପ୍ରତିଶତ ସିଟ୍‌କୁ ନେଇ ନୂଆବର୍ଷରୁ ରାଜ୍ୟରେ ସିନେମା ହଲ୍‌ ଖୋଲିବାକୁ ଅନୁମତି ମିଳିଛି । ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା କରିବାକୁ ମଧ୍ୟ ଅନୁମତି ଦିଅ ଯାଇଛି । କେନ୍ଦ୍ରର ଏସଓପି ମାନି ଆମୋଦପ୍ରମୋଦ ପାର୍କ ଖୋଲିବାକୁ ବି ଅନୁମତି ଦିଆଯାଇଛି । ଜାନୁଆରି ୩୧ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ‌ ଜାରି ରହିବ।ଜାନୁୟାରୀ ୩୧ ଯାଏଁ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ।ଜାନୁୟାରୀ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ । ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ସାମାଜିକ, ଧାର୍ମିକ ଓ କ୍ରୀଡା ସମାବେଶ।

Get real time updates directly on you device, subscribe now.