fbpx

ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା

ନୂଆଦିଲ୍ଲୀ,୨ ।୧: ଅନୁସୂଚିତ ଜାତି-ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥିକ ସହାୟତା ନେଇ କେନ୍ଦ୍ର କ୍ୟାବିନେଟରେ ବଡ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୬୯ ହଜାର ୪୮ କୋଟିର ବ୍ୟୟବରାଦ ହୋଇଛି । ଉପକୃତ ହେବେ ପ୍ରାୟ ୫ କୋଟିରୁ ଉର୍ଦ୍ଧ ଛାତ୍ରଛାତ୍ରୀ । ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ରୀଙ୍କୁ ଆର୍ଥିକ ସହାୟତା ଦିଆଯିବ । ବେସରକାରୀ ଭାବରେ ୫ ଜଣରୁ ଅଧିକା ରହୁଥିଲେ ମଧ୍ୟ ଆର୍ଥିକ ପ୍ରୋତ୍ସାହନ ରାଶି ଦିଆଯିବ । ପୂର୍ବରୁ ଛାତ୍ରବୃତ୍ତି ପାଇଁ ୧୧୦୦ କୋଟି ଟଙ୍କା ଥିଲା । ବର୍ତ୍ତମାନ କେନ୍ଦ୍ର ସରକାର ୬୦୦୦ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି ।

Get real time updates directly on you device, subscribe now.