fbpx

ଟ୍ୱିନସିଟିରେ ଘନ କୁହୁଡି

ଭୁବନେଶ୍ୱର,୧୨ ।୨(ଓଡିଶା ଭାସ୍କର): ଭୁବନେଶ୍ୱର ଓ କଟକରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଅଳ୍ପ ଦୂରତା ମଧ୍ୟରେ ମଧ୍ୟ କିଛି ଦୃଶ୍ୟମାନ ହେଉନି । ଘନ କୁହୁଡି ଫଳରେ ଯାନବାହନ ଚଳାଚଳରେ ଅନେକ ଅସୁବିଧା ପରିଲକ୍ଷିତ ହେଉଛି ଓ ଗମନାଗମନ ପ୍ରଭାବିତ ହେଉଛି ।

Get real time updates directly on you device, subscribe now.