fbpx

ପଶ୍ଚିମ ଓଡିଶାରେ ‘ଚକାଜାମ୍’

ସମ୍ବଲପୁର, ୧୩ ।୨(ଓଡିଶା ଭାସ୍କର): ପଶ୍ଚିମ ଓଡିଶାରେ ବିଜେପି ପକ୍ଷରୁ ୩ ଘଣ୍ଟିଆ ଚକାଜାମ ଆରମ୍ଭ ହୋଇଛି । ଜାତୀୟ ଓ ରାଜ୍ୟ ରାଜପଥରେ ଦିନ ୧୦ରୁ ୧ଟା ପର୍ଯ୍ୟନ୍ତ ଚକାଜାମ କରିଛି ବିଜେପି । ପଶ୍ଚିମ ଓଡିଶାର ମୋଟ ୩୭ଟି ବିଧାନସଭା କ୍ଷେତ୍ରରେ ଚକାଜାମ କରାଯାଇଛି । ମଣ୍ଡି ସମସ୍ୟା ଓ ଚାଷୀଙ୍କ ଧାନ ବିକ୍ରି ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଚକାଜାମ ହୋଇଛି ।

Get real time updates directly on you device, subscribe now.