fbpx

ଭିଜିଲାନ୍ସ ଜାଲରେ ଏସଡିଏମଓ

ରେଢାଖୋଲ, ୧ା୩(ଓଡିଶା ଭାସ୍କର): ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ଏସଡିଏମଓ । ଲାଞ୍ଚ ନେବା ବେଳେ ରେଢାଖୋଲ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିପିନ୍ ସାହୁଙ୍କୁ ଧରିଛି ଭିଜିଲାନ୍ସ । ତେବେ ବିପିନ୍ ଅସ୍ତ୍ରୋପଚାର ପାଇଁ ରୋଗୀ ସମ୍ପର୍କୀୟଙ୍କ ଠାରୁ ଲାଞ୍ଚ ନେଉଥିଲେ । ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ୫୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ବିପିନଙ୍କୁ ଧରିଥିଲା ସମ୍ବଲପୁର ଭିଜିଲାନ୍ସ ।

Get real time updates directly on you device, subscribe now.