fbpx

ଭାରତ-ଘାନା ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ,୨୨ ।୧: ଭାରତ-ଘାନା ସମ୍ପର୍କ ବୃଦ୍ଧି ପାଇଁ ଦୁହିଁଙ୍କ ମଧ୍ୟରେ ବୁଝାମଣା କରିଛି ଇଣ୍ଡିଆନ ଅଏଲ । ଘାନାର ଜାତୀୟ ପେଟେଆଲିୟମ ପ୍ରାଧିକରଣ ସହ ଏନେଇ ଚୁକ୍ତି ସ୍ୱାକ୍ଷରିତ କରିଛି ଭାରତ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ଏଲପିଜି ପ୍ରୋତ୍ସାହନ ନୀତିର କାର୍ଯ୍ୟକାରିତା ପାଇଁ ସହାୟତା ଦେବ ଭାରତ । ଏହା ସହ ଇଣ୍ଡିଆନ ଅଏଲ ବୈଷୟିକ ସହାୟତା ଯୋଗାଇ ଦେବ ବୋଲି ଚୁକ୍ତି ହୋଇଛି ।

Get real time updates directly on you device, subscribe now.