fbpx

ରାଜ୍ୟର ୧୦ ଜିଲ୍ଲାରେ ଲାଗୁ ହେଲା ନାଇଟ କର୍ଫ୍ୟୁ ।

ଭୁବନେଶ୍ୱର,୩ ।୪(ଓଡିଶା ଭାସ୍କର): ରାଜ୍ୟ ରେ କରୋନା ଭାଇରସ ର ପ୍ରକୋପ ବଢ଼ିବାରେ ଲାଗିଛି । ଏଥିପାଇଁ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟରେ ନାଇଟ କର୍ଫ୍ୟୁ ଲାଗିଛି । ଏପ୍ରିଲ ୫ ତାରିଖରୁ ଲାଗୁ ହେବ ଏହି ନିୟମ । ରାତି ୧୦ରୁ ସକାଳ ୫ଟା ଯାଏ  ନାଇଟ କର୍ଫ୍ୟୁ ବଳବତ୍ତର ରହିବ।ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଅନ୍ୟ ସବୁ କିଛି ବନ୍ଦ ରହିବ।

Get real time updates directly on you device, subscribe now.