fbpx

ପୁଡୁଚେରୀରେ ଏନଡିଏ ଆଗରେ

ପୁଡୁଚେରୀ, ୨ା୫: ଆଜି ୪ଟି ରାଜ୍ୟ ସହିତ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଭୋଟ ଗଣନା ଚାଲିଛି । ପୁଡୁଚେରୀରେ ସମୁଦାୟ ଆସନ ସଂଖ୍ୟା ହେଉଛି ୩୦ । ବହୁମତ ହାସଲ କରିବା ପାଇଁ ୧୭ଟି ସିଟରେ ଜିତିବା ଆବଶ୍ୟକ । ବର୍ତ୍ତମାନ ସୁଦ୍ଧା ଏଡିଏ ୧୫ଟି ସିଟରେ ଆଗୁଆ ରହିଛି । ସେହିପରି ୟୁପିଏ ୮ଟି ଓ ଅନ୍ୟାନ୍ୟ ଦଳ ଗୋଟିଏ ସିଟରେ ଆଗୁଆ ରହିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଜାରି ରହିଛି ।

Get real time updates directly on you device, subscribe now.