fbpx

ସିପିଆଇଏମଏଲ ରାଜ୍ୟ ସମ୍ପାଦକଙ୍କ କରୋନାରେ ଦେହାନ୍ତ

ଭୁବନେଶ୍ୱର(ଓଡ଼ିଶାଭାସ୍କର): ସିପିଆଇଏମଏଲ ରାଜ୍ୟ ସମ୍ପାଦକ ଶିବରାମଙ୍କ କରୋନାରେ ଦେହାନ୍ତ । କୋଭିଡରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ କୋଭିଡ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଗତ ମେ ୩ ତାରିଖରେ କୋଭିଡରେ ଆକ୍ରାନ୍ତ ହୋଇ ପଟିଆସ୍ଥିତ ଏକ ଘରୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

Get real time updates directly on you device, subscribe now.