fbpx

ମାଲକାନଗିରି ଠାରେ ୫୪ ତମ ଇଂଜିନିୟର ଦିବସ ପାଳିତ

ମାଲକାନଗିରି: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ଓଡିଶା ଇଂଜିନିୟର’ସ ଡିପ୍ଲୋମା ଆସୋସିଏସନ ମାଲକାନଗିରି ଶାଖା ଆନୁକୂଲ୍ୟରେ ୫୪ତମ ଇଂଜିନିୟର ଦିବ. ପାଳିତ ହୋଇଯାଇଛି !ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ସମ୍ମାନିତ ଅତିଥି ଭାବେ ପିଡି ଡିଆରଡିଏ ବାଳ ମୁକୁନ୍ଦ ଭୂୟାଁ,ପିଡି ଆଇଟିଡୁଏ କ୍ଷୀରବ୍ଧି ବେହେର,ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଭାରା ପ୍ରସାଦ ରାଓ,ଇଂ ରବିନ୍ଦ୍ର ସାହୁ,ଡିପ୍ଲୋମା ଇଂଜିନିୟର ସଂଘ ଉପ-ସଭାପତି ସୁଦୀପ୍ତା ସାହୁ,ପ୍ରମୁଖ ମଞ୍ଚାଶୀନ ଥିବା ବେଳେ ଡିପ୍ଲୋମା ଇଂଜିନିୟର ସଂଘର ସଭାପତି ମଞ୍ଚ ପରିଚାଳନ କରିଥିଲେ !ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ଓଡିଶା ଇଂଜିନିୟର’ସ ଡିପ୍ଲୋମା ଆସୋସିଏସନ ମାଲକାନଗିରି ଶାଖା ଆନୁକୂଲ୍ୟରେ ୫୪ତମ ଇଂଜିନିୟର ଦିବ. ପାଳିତ ହୋଇଯାଇଛି !ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ସମ୍ମାନିତ ଅତିଥି ଭାବେ ପିଡି ଡିଆରଡିଏ ବାଳ ମୁକୁନ୍ଦ ଭୂୟାଁ,ପିଡି ଆଇଟିଡୁଏ କ୍ଷୀରବ୍ଧି ବେହେର,ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଭାରା ପ୍ରସାଦ ରାଓ,ଇଂ ରବିନ୍ଦ୍ର ସାହୁ,ଡିପ୍ଲୋମା ଇଂଜିନିୟର ସଂଘ ଉପ-ସଭାପତି ସୁଦୀପ୍ତା ସାହୁ,ପ୍ରମୁଖ ମଞ୍ଚାଶୀନ ଥିବା ବେଳେ ଡିପ୍ଲୋମା ଇଂଜିନିୟର ସଂଘର ସଭାପତି ମଞ୍ଚ ପରିଚାଳନ କରିଥିଲେ !ଦେଶର ଉନ୍ନତିରେ ତାଙ୍କ ଭୂମିକା ଥିଲା ଅନେକ । ଦେଶର ବଡ ବଡ ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ବେଶ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ସେ । ସେହି ବିଶିଷ୍ଟ ଯନ୍ତ୍ରୀ ଇଂ. ସାର୍ ମୋକ୍ଷଗୁଣ୍ଡମ୍ ବିଶେଶ୍ୱରାୟଙ୍କୁ ସମ୍ମାନ ଦେବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ଯନ୍ତ୍ରୀ ଦିବସ ଭାବରେ ପାଳନ କରାଯାଏ । ଭାରତୀୟ ଯନ୍ତ୍ର ଶାସକର ଦିଗଦର୍ଶକ ଇଂ. ସାର୍ ମୋକ୍ଷଗୁଣ୍ଡମ୍ ବିଶେଶ୍ୱରାୟଙ୍କ ଜନ୍ମ ଦିନକୁ ୧୯୬୮ ମସିହାରୁ ବିଧିବଦ୍ଧ ଭାବେ ଏହା ପାଳିତ ହୋଇଆସୁଛି ।
ଆଧୁନିକ ଭାରତ ଗଠନରେ ତାଙ୍କର ରହିଥିଲା ଅନନ୍ୟ ଭୂମିକା । ଏହାସହ ଆଧୁନିକ ମହୀଶୂର ସହରର ଜନକ ମଧ୍ୟ ତାଙ୍କୁ କୁହାଯାଏ । ଏଥିପାଇଁ ତାଙ୍କୁ ୧୯୫୫ ମସିହାରେ ଭାରତ ରତ୍ନ ମଧ୍ୟ ପ୍ରଦାନ କରାଯାଇଥିଲା । ସେ ୧୯୧୨-୧୯୧୮ ପର୍ୟ୍ୟନ୍ତ ମହୀଶୂରର ଦିୱାନ ଭାବରେ କାର୍ୟ୍ୟ କରିଥିଲେ ।୧୯୬୦ ସେପ୍ଟେମ୍ବର ୧୫ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ସେ ଏକାଧାରରେ ଥିଲେ ଜଣେ ବିଶିଷ୍ଟ ପୌର ଯନ୍ତ୍ରୀ, ନଦୀବନ୍ଧ ନିର୍ମାତା, ଅର୍ଥନୀତିଜ୍ଞ ଏବଂ ରାଷ୍ଟ୍ର ନେତା । କୃଷ୍ଣରାଜସାଗର ବନ୍ଧ ନିର୍ମାଣ ଓ ହାଇଦ୍ରାବାଦ ସହରକୁ ବନ୍ୟା ସୁରକ୍ଷା ପ୍ରଣାଳୀ ଗଠନରେ ତାଙ୍କର ବିଶେଷ ଭୂମିକା ରହିଥିଲା । ଏପ୍ରିଲ ୧୪, ୧୯୬୨ ମସିହାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ସମ୍ମାନିତ ଅତିଥି ଭାବେ ପିଡି ଡିଆରଡିଏ ବାଳ ମୁକୁନ୍ଦ ଭୂୟାଁ,ପିଡି ଆଇଟିଡୁଏ କ୍ଷୀରବ୍ଧି ବେହେର,ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଭାରା ପ୍ରସାଦ ରାଓ,ଇଂ ରବିନ୍ଦ୍ର ସାହୁ,ଡିପ୍ଲୋମା ଇଂଜିନିୟର ସଂଘ ଉପ-ସଭାପତି ସୁଦୀପ୍ତା ସାହୁ,ପ୍ରମୁଖ ମଞ୍ଚାଶୀନ ଥିବା ବେଳେ ଡିପ୍ଲୋମା ଇଂଜିନିୟର ସଂଘର ସଭାପତି ମଞ୍ଚ ପରିଚାଳନ କରିଥିଲେ । ଦେଶର ଉନ୍ନତିରେ ତାଙ୍କ ଭୂମିକା ଥିଲା ଅନେକ । ଦେଶର ବଡ ବଡ ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ବେଶ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ସେ । ସେହି ବିଶିଷ୍ଟ ଯନ୍ତ୍ରୀ ଇଂ. ସାର୍ ମୋକ୍ଷଗୁଣ୍ଡମ୍ ବିଶେଶ୍ୱରାୟଙ୍କୁ ସମ୍ମାନ ଦେବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ଯନ୍ତ୍ରୀ ଦିବସ ଭାବରେ ପାଳନ କରାଯାଏ । ଭାରତୀୟ ଯନ୍ତ୍ର ଶାସକର ଦିଗଦର୍ଶକ ଇଂ. ସାର୍ ମୋକ୍ଷଗୁଣ୍ଡମ୍ ବିଶେଶ୍ୱରାୟଙ୍କ ଜନ୍ମ ଦିନକୁ ୧୯୬୮ ମସିହାରୁ ବିଧିବଦ୍ଧ ଭାବେ ଏହା ପାଳିତ ହୋଇଆସୁଛି । ଆଧୁନିକ ଭାରତ ଗଠନରେ ତାଙ୍କର ରହିଥିଲା ଅନନ୍ୟ ଭୂମିକା । ଏହାସହ ଆଧୁନିକ ମହୀଶୂର ସହରର ଜନକ ମଧ୍ୟ ତାଙ୍କୁ କୁହାଯାଏ । ଏଥିପାଇଁ ତାଙ୍କୁ ୧୯୫୫ ମସିହାରେ ଭାରତ ରତ୍ନ ମଧ୍ୟ ପ୍ରଦାନ କରାଯାଇଥିଲା ।  ତାଙ୍କ ଅବଦାନକୁ ସ୍ମରଣ କରିବାକୁ ଶ୍ରୀଲଙ୍କା ଓ ତାଞ୍ଜାନିଆରେ ଯନ୍ତ୍ରୀ ଦିବସ ପାଳନ ହୋଇଥାଏ । ଶେଷରେ ସଂଘର ସଂପାଦକ ଇଂ ପ୍ରଶାବ୍ତ କୁମାର ବେହେରା ସଂଘର ବିଶିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଇଂ ସରୋଜ କୁମାର ସାମନ୍ତରାୟ ଏବଂ ଇଂ ନବଘନ ଖିଲଉତ୍ସବଟିକୁ ସଂପୂର୍ଣ୍ଣ ସହଯୋଗ କରିଥିଲେ ।ଇଂ ସୁଦୀପ୍ତା ସାହୁ ଧନ୍ୟବାଦ ଅକ୍ପଣ କରିଥିଲେ ।

Get real time updates directly on you device, subscribe now.